ଦେଶ

ଡୋନାଲଡ ଟ୍ରମ୍ପଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଆଜି ଆମେ ଆପଣ ମାନଙ୍କୁ ଆମେରିକା ଦେଶ ରାଷ୍ଚ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ସଂମ୍ପର୍ଣ୍ଣ ସଂମ୍ପପତୀ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ ଏହା ସହିତ ଆପଣ ମାନଙ୍କୁ ଆମେ କହିବୁ କି ତାଙ୍କର କିଛି ଅଜଣା ରହସ୍ୟ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଏହି ବର୍ଷ ଆମେରିକା ରେ ଇଲେକ୍ସନ ହେବାକୁ ଯାଉଛନ୍ତି ।

ସମଗ୍ର ବିଶ୍ୱ ର ଶକ୍ତି ଶାଳୀ ଦେଶର ରାଷ୍ଟ୍ର ପତି ଏବଂ ଦୁନିଆଁ ର ସବୁଠୁ ଶକ୍ତିଶାଳୀ ରାଜନେତା । ଆପଣ ମାନେ କଣ ଜାଣିଛନ୍ତି ଡୋନାଲଡ ଟ୍ରମ୍ପ ପଲିଟିକ୍ସ କୁ ଆସିବା ପୂର୍ବ ରୁ ମୁକେସ୍ ଆମ୍ବାନୀ ଙ୍କ ପରି ଜଣେ ବିଜନେସ୍ ମ୍ୟନ୍ ଥିଲେ । ତେବେ ତାଙ୍କର କମ୍ପୀନୀ ଙ୍କ ନାମ ହେଲା ଦ ଟ୍ରମ୍ପ ଓର୍ଗାନାଇଜେସନ୍ । ଏବଂ ଏହି କମ୍ପାନୀ ର ସାଖା ପାଖା ପାଖି 20 ଟି ଦେଶ ରେ ରହିଛି ।

ତାଙ୍କର କମ୍ପୀନୀ ରେଷ୍ଟୁରାଣ୍ଟ ଏବଂ କୋସିନୋ ସବୁ ତିଆରୀ କରି ଥାଏ । ଆପଣ ମାନଙ୍କୁ ସୂଚନା ଦେବୁ କି 1977 ମସିହା ରେ ଡୋନାଲଡ ଟ୍ରମ୍ପ ଙ୍କ ବିବାହ ହୋଇ ଥିଲା ଏବଂ ତାଙ୍କର ନାମ ମାର୍ଲା ଥିଲା । ପରେ ଦ୍ୱତୀୟ ସ୍ତ୍ରୀ 1993 ରେ ବିବାହ କରି ଥିଲେ ମେଲାନିଆ  ଙ୍କୁ ।

ଏବଂ ପରେ ବର୍ତମାନ ସମୟ ରେ ତାଙ୍କର ବର୍ତମାନ ସ୍ତ୍ରୀ ମେଲାନିଆ ଟ୍ରମମ୍ପ ରହିଛନ୍ତି । ଜାହାଙ୍କୁ ସେ 2005 ମସିହା ରେ ବାହା ହୋଇ ଥିଲେ । ତାଙ୍କର 5 ଜଣ ସନ୍ତାନ ରହିଛନ୍ତି ।

ସେହି ପରି ବେଳେ ଆମେ ଯଦି ତାଙ୍କର ମୋଟ ସଂମ୍ପତୀ ବିଷୟ ରେ ଆପଣ ମାନଙ୍କୁ କହିବୁ ତେବେ ତାଙ୍କର ମୋଟ୍ ସଂମ୍ପତୀ ହେବା 210 କୋଟି ଡଲାର୍ । ଯଦି୍ ଆମେ ଇଣ୍ଡିଆନ୍ ରୁପି ରେ କନଭୋର୍ଟ କରିବା ତେବେ 15 ହଜାର 750 କୋଟି ଟଙ୍କା ହେବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button