ମନୋରଞ୍ଜନ

GK – କେଉଁ ଜିନିଷ ଶୁଖିଲେ 2 କିଲୋ, ଓଦା ରେ 1 କିଲୋ, ଜଳିଗଲେ 3 କିଲୋ ହୋଇଥାଏ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ମିଳିତ ଜାତିସଂଘ ର ସଂଘଠନ କୁ ଇଂରାଜୀ ରେ କଣ କୁହାଯାଏ ଓ କେତେ ଭାଗରେ ବିଭକ୍ତ କରା ଯାଇଛି ?

ଉତ୍ତର- ଅର୍ଗାନେଜସନ ଅଫ ଦ UNO । ଓ ଏହାକୁ 6 ଭାଗରେ ବିଭକ୍ତ କରା ଯାଇଛି ।

2- ବ୍ଯାଙ୍କ କୁ ଓଡିଆ ରେ କଣ କୁହାଯାଏ ?

ଉତ୍ତର- ଅଧିକେଶ ।

3- ବ୍ଯାଙ୍କ ରେ ନୋଟ ଜାରି କରିଥିବା ପ୍ରଥମ ଦେଶ କଣ ଥିଲା ?

ଉତ୍ତର- ସ୍ଵିଡେନ ।

4- ସାଂସଦ ର ଉଚ୍ଚ ସଦନ କଣ ହୋଇଥାଏ ?

ଉତ୍ତର- ରାଜ୍ୟସଭା ।

5- ସବୁଠୁ ଭୟାନକ ପିମ୍ପୁଡି କଣ ହୋଇଥାଏ ?

ଉତ୍ତର- ବୁଲଡଗ ।

6- ଭାରତର ସେକ୍ସପିୟର କାହାକୁ କୁହାଯାଏ ?

ଉତ୍ତର- କାଳିଦାସ ।

7- ପ୍ରଥମ ଭାରତୀୟ ଫିଲ୍ମ ର ନାମ କଣ ଥିଲା ?

ଉତ୍ତର- ରାଜା ହରିଶ୍ଚନ୍ଦ୍ର ।

8- ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?

ଉତ୍ତର- 1939 ମସିହା ଆରେ ।

9- ଆଗ୍ରା ର ପୁରାତନ ନାମ କଣ ?

ଉତ୍ତର- ଅଗରବନ ।

10- ସିପାହୀ ବିଦ୍ରୋହର ପ୍ରଥମ ସହିଦ କିଏ ଥିଲେ ?

ଉତ୍ତର- ସିପାହୀ ମଙ୍ଗଲ ପାଣ୍ଡେ ।

11- ରାମ କୃଷ୍ଣ ମିସନ କେବେ ଗଠିତ ହୋଇଥିଲା ?

ଉତ୍ତର- 1897 ମସିହା ରେ ।

12- ସ୍ଵରାଜ୍ୟ ମୋର ଜନ୍ମଗତ ଅଧିକାର ଏହି ଉକ୍ତି ବାଲ ଗଙ୍ଗାଧର ତିଳକ କେଉଁ ପତ୍ରିକା ରେ ପ୍ରକାଶ କରିଥିଲେ ?

ଉତ୍ତର- କେସରୀ ।

13- କେଉଁ ଜିନିଷ ଶୁଖିଲେ 2 କିଲୋ, ଓଦା ରେ 1 କିଲୋ, ଜଳିଗଲେ 3 କିଲୋ ହୋଇଥାଏ ?

ଉତ୍ତର- ସଲଫର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button