ଦେଶ

Health Tips- ରାତିରେ ଶୋଇବା ପୂର୍ବରୁ ପାଦରେ ଏହିପରି ମାଲିସ କରନ୍ତୁ ସୋରିଷ ତେଲ, ତା’ ପରେ ଯାହା ହେବ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଶୋଇବା ପୂର୍ବରୁ ପାଦରେ ତେଲ ମାଲିସ କରି ଶୋଇବା ଦ୍ବାରା କେଉଁ ସବୁ ଫାଇଦା ମିଳିଥାଏ

ଏବଂ କେଉଁ ସବୁ ରୋଗରୁ ମୁକ୍ତି ମିଳିଥାଏ । ବନ୍ଧୁଗଣ ପ୍ରଥମେ ଆମକୁ ଏହା ଜାଣିବା ଆବଶ୍ୟକ ଯେ, ପାଦରେ କେଉଁ ତେଲ ର ବ୍ୟବହାର କରିବା ଦ୍ୱାରା ଆମକୁ ଲାଭ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆମ ଶରୀର ପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସୋରିଷ ତେଲ ନିତ୍ୟ ଜୀବନ ରେ ବ୍ୟବହାର ହୋଇଥାଏ । ଖାଇବା ରେ ମଧ୍ୟ ସୋରିଷ ତେଲ ର ବ୍ୟବହାର କରାଯାଇଥାଏ । ସୋରିଷ ତେଲ ରେ ବିଭିନ୍ନ ପ୍ରକାର ଭିଟାମିନ ଏବଂ ନ୍ୟୁଟ୍ରିସନ ରହିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଆମକୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ସୋରିଷ ତେଲ ଆମ ଆଖି ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଶୋଇବା ପୂର୍ବରୁ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଏହା ଦ୍ୱାରା ଆଖିକୁ ବହୁତ ଫାଇଦା ମିଳିଥାଏ । ଏହା ଦ୍ବାରା ଆଖିର ରୋଶନି ତେଜ ହୋଇଥାଏ ।

୨. ବନ୍ଧୁଗଣ ବ୍ଲଡ଼ ସରକ୍ୟୁଲେସନ ପାଇଁ ପାଦରେ ସୋରିଷ ତେଲ ମାଲିସ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶୋଇବା ପୂର୍ବରୁ ପାଦରେ ସୋରିଷ ତେଲ ୧୦ ରୁ ୨୦ ମିନିଟ ପର୍ଯ୍ୟନ୍ତ ମାଲିସ କରିବା ଦ୍ୱାରା ମୁଣ୍ଡ ରୁ ପାଦ ପର୍ଯ୍ୟନ୍ତ ବ୍ଲଡ଼ ସରକ୍ୟୁଲେସନ ସଠିକ ଭାବରେ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ ।

୩. ବନ୍ଧୁଗଣ ମଧୁମେହ ରୋଗୀଙ୍କୁ ପାଦରେ ବିଭିନ୍ନ କାରଣରୁ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଏହା ବିଭିନ୍ନ ପ୍ରକାର ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ ଏବଂ ଏହା ସହିତ ପାଦର ପେଣ୍ଡା ରେ ହେଉଥିବା ଯନ୍ତ୍ରଣା କୁ ମଧ୍ୟ ଦୂର କରିଥାଏ ।

୪. ବନ୍ଧୁଗଣ ଶରୀରର ମୋଟାପଣ ଏବଂ ଭିଟାମିନ ଅଭାବ ରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ପ୍ରତିଦିନ ରାତିରେ ଶୋଇବାର ୫ମିନିଟ ପୂର୍ବରୁ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଏହା ଶରୀରର ମୋଟାପଣ କମାଇବାରେ ସାହାଯ୍ୟ କରିଥାଏ ଏବଂ ଶରୀର ସୁସ୍ଥ ରହିଥାଏ ।

୫. ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଦିନସାରା କାମ କରି ଥକି ଯାଆନ୍ତି ଏବଂ ରାତିରେ ଠିକ ଭାବରେ ନିଦ ମଧ୍ୟ ହୋଇନଥାଏ । ତେବେ ରାତିରେ ଶୋଇବା ପୂର୍ବରୁ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ମୁଣ୍ଡ ଶାନ୍ତ ରହିଥାଏ ଏବଂ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button