IBN ଓଡ଼ିଶା ଏକ୍ସକ୍ଲୁସିଭ୍

Jyotish Shastra- ଦୁନିଆର ସବୁଠୁ ଅଧିକ ଭାଗ୍ୟଶାଳୀ ଏହି ୨ ଟି ରାଶି, ୨୦୨୧ ରୁ ୨୦୩୦ ପର୍ଯ୍ୟନ୍ତ ରାଜା ଭଳି କାଟିବେ ଜୀବନ, ହେବେ ମହାକୋଟିପତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଯଦି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରୁଥିବେ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଗ୍ରହର ଚଳନ ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ  ।

ଏହି ପରିବର୍ତ୍ତନ ବ୍ୟକ୍ତି ର ରାଶି ମାଧ୍ୟମରେ ବ୍ୟକ୍ତି ଜୀବନ ରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତା ସମୟ ରେ ଗ୍ରହ ମାନଙ୍କ ସ୍ଥିତି ରେ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ କାରଣରୁ ୧୨ ଟି ରାଶି ମଧ୍ୟରୁ ୫ ଟି ରାଶି ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି ।

ଏହି ରାଶି ମାନଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ମଧ୍ୟ ପଡ଼ିବାକୁ ଯାଉଛି । ଗ୍ରହର ପରିବର୍ତ୍ତନ ଓ ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଦ୍ଵାରା ଏହି ରାଶି ମାନଙ୍କ ଜୀବନ ରେ ମଧ୍ୟ କେତେ ଗୁଡ଼ିଏ ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ କଣ ଏବଂ ସେମାନଙ୍କ ଭାଗ୍ୟରେ କଣ ସବୁ ପରିବର୍ତ୍ତନ ଘଟିବାକୁ ଯାଉଛି ।

୧. ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଲାଭ ପ୍ରାପ୍ତ ହେବ । ଧନ ପ୍ରାପ୍ତି ର ଯୋଗ ବନୁଅଛି । ପ୍ରତଯୋଗୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ । ବିବାହ କୁ ନେଇ ଥିବା ସମସ୍ୟା ଦୂର ହେବ । ଏହା ସହିତ ଆପଣଙ୍କ ପାରିବାରିକ ତଥା ଦାମ୍ପତ୍ୟ ଜୀବନ ମଧୁର ହେବ । ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ ।

୨. ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ଏମାନେ କାର୍ଯ୍ୟ ତଥା ବ୍ୟାପାର କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନଙ୍କ କୌଣସି ଅଟକି ରହି ଯାଇଥିବା ସରକାରୀ କାମ ପୂର୍ଣ ହେବ । ଏମାନଙ୍କ କଳାତ୍ମକ ଶକ୍ତି ର ବିକାଶ ହେବ । ପ୍ରତିଯୋଗୀ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ସାମଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ବିଦେଶ ଯାତ୍ରା ର ଯୋଗ ମଧ୍ୟ ରହିଛି ।

୩. ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଶୁକ୍ର ଗ୍ରହର ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପରିବର୍ତ୍ତନ ଆସିବ । ଏମାନେ ଧର୍ମ କର୍ମ କାର୍ଯ୍ୟ ରେ ଲିପ୍ତ ରହିବେ । ଏମାନଙ୍କ ଆଧ୍ୟାତ୍ମିକ ଶକ୍ତି ର ଉଜାଗର ହେବ । ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପଦୋନ୍ନତି ମଧ୍ୟ ପ୍ରାପ୍ତି ହେବ । ଏହା ସହିତ ସରକାରୀ କ୍ଷେତ୍ରରେ ଆପଣ କରିଥିବା ଆବେଦନ ରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ।

୪. ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ଙ୍କୁ ସଫଳ ପରିଣାମ ପ୍ରାପ୍ତ ହେବ । ଏମାନଙ୍କୁ ବ୍ୟାପାର କ୍ଷେତ୍ରରେ ସଫଳତା ହାସଲ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ବଢ଼ିବ । ଏହା ସହିତ ଆପଣ ବିଦେଶ ନଗରିକତ୍ୱ ତଥା ଚାକିରୀ ପାଇଁ କରିଥିବା ସରକାରୀ ଆବେଦନ ମଧ୍ୟ ସଫଳ ହେବ । ଏହା ସହିତ ଏହୂ ରାଶିର ବ୍ୟକ୍ତି ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଭୌତିକ ସୁଖ ର ବୃଦ୍ଧି ହେବ ।

ତେବେ ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି, ‘ମେଷ ରାଶି’, ‘କର୍କଟ ରାଶି’ ‘କନ୍ୟା ରାଶି’, ‘କୁମ୍ଭ ରାଶି’ ଏବଂ ‘ସିଂହ ରାଶି’ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button