ରାଜନୀତି

ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ : ବିଜୟ ମହାପାତ୍ର – Ibnodisha

[ad_1]

ଭୁବନେଶ୍ୱର : ସୌମ୍ୟଙ୍କୁ ପଦରୁ ହଟାଇବା ଉପରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା | ଆଗରୁ କାରଣ ଦର୍ଶାଅ ମାଗି, କାର୍ଯ୍ୟାନୁଷ୍ଠାନ ହେଉଥିଲା | ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ | ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ | ମୋଟାମୋଟି ରାଜନୈତିକ ପରିସ୍ଥିତି ଭଲ ନାହିଁ | ଏମିତ କେତେ ଅଘଟଣା ଆଗକୁ ଘଟିବ ବୋଲି କହିଲେ ବିଜୟ ମହାପାତ୍ର |

ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଯାଇପାରୁନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ, ଆର୍ମ ଫୋର୍ସ କରୁଛି ବ୍ୟାକଅପ୍‌ ପ୍ଲାନ

 

The post ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ : ବିଜୟ ମହାପାତ୍ର appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button