ରାଜନୀତି

ୟା ପରେ କଣ ହେବ ଅପେକ୍ଷା : ତାରା – Ibnodisha

[ad_1]

ଭୁବନେଶ୍ୱର : ସୌମ୍ୟଙ୍କୁ ଉପସଭାପତି ପଦରୁ ବିଦା ନେଇ ତାରାଙ୍କ ପ୍ରତିକ୍ରିୟା | ୟା ପରେ କଣ ହେବ ଆମେ ଅପେକ୍ଷା କରିଛୁ କହିଲେ ତାରା | ତାଙ୍କ ପେପର, ତାଙ୍କ ଟିଭି , ତାଙ୍କ ଘରେ କଣ ଅଟକା ହେଉଛି ଦେଖିବା | ଦଳରୁ ବହିଷ୍କାର କରିବା କିଛି ବଡ କଥା ନୁହେଁ | ସୌମ୍ୟ ବାବୁ ଜ୍ଞାନୀ ଲୋକ,ମେଣ୍ଟଲି ଷ୍ଟ୍ରଙ୍ଗ କି ଚାପରେ ଦେଖିବା ବୋଲି କହିଛନ୍ତି ତାରା ବାହିନୀପତି |

ରାଜଧାନୀରେ ଡାକ୍ତର ଅପହରଣ : ୪ ଗିରଫ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button