ରାଜ୍ୟ

ରେଳ ଧାରଣା ଉପରେ ପଡ଼ିଲା ବିରାଟ ପଥର ଖଣ୍ଡ, ରାୟଗଡ଼ା-କୋରାପୁଟକୁ ଟ୍ରେନ ଚଳାଚଳ ପ୍ରଭାବିତ – Ibnodisha

[ad_1]

ବ୍ୟୁରୋ : ରେଳ ଧାରଣା ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ। ମାଟି ଅତଡ଼ା ଓ ପଥର ଖସି ଟ୍ରେନ ଚଳାଚଳ ବ୍ୟାହତ। ଟ୍ରାକ ଉପରେ ପଥର ପଡିଥିବାରୁ ରାୟଗଡ଼ା-କୋରାପୁଟ କୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ରାୟଗଡ଼ା ରାଉଳି ରେଳ ଷ୍ଟେସନ ନିକଟରେ ମାଟି ଅତଡ଼ା ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ ବିଶାଖାପାଟଣା-କୋରାପୁଟ ଡିଏମୟୁ , କୋରାପୁଟ-ବିଶାଖାପାଟଣା ଡିଏମୟୁ ଓ ସମଲେଶ୍ବରୀ ଟ୍ରେନ ବାତିଲ ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ରେଳ ବିଭାଗ କର୍ମଚାରୀ ପହଞ୍ଚି ଟ୍ରାକ ସଫା କାର୍ଯ୍ୟ ଜାରି ରଖିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button