ରାଜ୍ୟ

ଯଯାତି କେଶରୀଙ୍କ ନାଁରେ ମେଡିକାଲ କଲେଜ – Ibnodisha

[ad_1]

ଭୁବନେଶ୍ୱର : ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ | ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୨୦୨୪ ଶିକ୍ଷାର୍ଷରୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଘୋଷଣା | ୧୦୦ ସିଟରେ ନାମଲେଖା ପାଇଁ ଏନଏମସି କୁ ଆବେଦନ କରିବେ ସରକାର |

୫୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button