IBN ଓଡ଼ିଶା ବ୍ୟୁରୋ

ଆଦିତ୍ୟ ଙ୍କ ମୂର୍ତୁ ର ସତ୍ୟ ଆସିଲା ସାମ୍ନା କୁ

IBN ଓଡିଶା(ବ୍ୟୁରୋ):ଆସିଲା_ସୁଇସାଈଡ଼_ନୋଟ
ସାମ୍ନାକୁ ଆସିଲା ଆଦିତ୍ୟ ଦାସଙ୍କ ସୁଇସାଇଡ ନୋଟ୍ । ମାନବପ୍ରେମୀ ଆଦିତ୍ୟଙ୍କ ହାତ ଲେଖା ଡାଏରୀରେ ରହିଛି ମୃତ୍ୟୁ ପଛର କାହାଣୀ । ଡାଏରୀରେ ଆଦିତ୍ୟ ଦାସ ଲେଖିଛନ୍ତି ମୃତ୍ୟୁ ପାଇଁ କେହି ଦାୟୀ ରହିବେ ନାହିଁ, ଏତିକି ଦିନ ମୋର ଆୟୁଷ ଥିଲା । ଶେଷ ଲେଖାରେ ମା-ବାପା, ପତ୍ନୀ ଓ ବନ୍ଧୁକୁ ମନେ ପକାଇଛନ୍ତି ଆଦିତ୍ୟ ଦାଶ ।
ତେବେ ବଡ କଥା ହେଉଛି ଆତ୍ମହତ୍ୟା ନେଇ ଯେତେବେଳେ ତନାଘନା ଜାରି ରହିଛି ଠିକ ସେତିକି ବେଳେ ସାମ୍ନାକୁ ଆସିଛି ଆଦିତ୍ୟଙ୍କ ଆତ୍ମହତ୍ୟା ସତ । ସୁଇସାଇଡ ନୋଟର ପ୍ରଥମ ଭାଗରେ ଆଦିତ୍ୟ ବାପାମାଆଙ୍କ କଥା କହିଛନ୍ତି । ୨ୟ ଫର୍ଦ୍ଦରେ ବୃଦ୍ଧାଶ୍ରମ କଥା ଉଲ୍ଲେଖ କରିଛନ୍ତି ଏବଂ ୩ୟ ଫର୍ଦ୍ଦରେ ନିଜ ପ୍ରିୟ ପତ୍ନୀଙ୍କ କଥା ଉଲ୍ଲେଖ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button