ରାଜ୍ୟ

୨୧ରେ ୨ ଜିଲ୍ଲାରେ ଛୁଟି ଘୋଷଣା – Ibnodisha

[ad_1]

ଭୁବନେଶ୍ୱର: ନୂଆଖାଇ ପରଦିନ ପଶ୍ଚିମ ଓଡିଶାର ୨ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ସମ୍ବଲପୁର, ବରଗଡ ଜିଲ୍ଲାରେ ୨୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ ଉପଖଣ୍ଡ ମଧ୍ୟ ୨୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଥିବା ସୂଚନା ରହିଛି ।  ୨ ଜିଲ୍ଲା ଓ ସୁନ୍ଦରଗଡ ପାଇଁ ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ଆରଡିସି । ନୂଆଖାଇ ପରଦିନ ସ୍ଥାନୀୟ ଛୁଟି ଘୋଷଣା ପାଇଁ ଦାବି ହୋଇଥିଲା ।ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ଝାରସୁଗୁଡା ପାଇଁ ଛୁଟି ଘୋଷଣା ହୋଇଛି ।

ସମ୍ବାଦ ଅଫିସରେ ଇଓଡବ୍ଲୁ ଟିମ

The post ୨୧ରେ ୨ ଜିଲ୍ଲାରେ ଛୁଟି ଘୋଷଣା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button