ଦେଶ

ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ମାଥୁର – Ibnodisha

[ad_1]

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଇଣ୍ଡିଆ ଡଟ୍ ପ୍ରାଇଭେଟ ଲିମିଟେଡ୍ର ସଂପାଦକ (ଡିଜିଟାଲ୍ ଆଞ୍ଚଳିକ) ମନୋଜ ମାଥୁରଙ୍କ ଦେହାନ୍ତ ହୋଇଯାଇଛି। ସେ ଜି ଗ୍ରୁପରେ ଜି ରାଜସ୍ଥାନର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ଚଳିତ ବର୍ଷ ମେ ମାସରେ ମନୋଜ ଏହାର ଆଞ୍ଚଳିକ ୱେବସାଇଟର ଡିଜିଟାଲ୍ ଏଡିଟର୍ ଭାବରେ ଇଣ୍ଡିଆ ଡଟ୍ କମରେ ଯୋଗ ଦେଇଥିଲେ। ସେ ରାଜସ୍ଥାନର ଅଜମେରର ବାସିନ୍ଦା ଥିଲେ। ସେ ଅଜମେର ସରକାରୀ କଲେଜରୁ ସ୍ନାତକ ହାସଲ କରିଥିଲେ ଶ୍ରୀ ମାଥୁର। ମନୋଜଙ୍କ ପରିବାରରେ ମା, ପତ୍ନୀ ଏବଂ ପୁଅ ରହିଛନ୍ତି। ସେ ଆଜମେରର ସେଣ୍ଟ ଜନ୍ ସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ।

ସୃଷ୍ଟି ହେଲା ଲଘୁଚାପ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button