ଅପରାଧ

ଗଣେଶ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ : ଛୁରାମାଡ଼ରେ ୨ ଗୁରୁତର – Ibnodisha

[ad_1]

କଟକ : କଟକରେ ସାହିରେ ଚାଲି ଥିବା ଗଣେଷ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି। ଛୁରାମାଡରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରତର ଅବସ୍ଥାରେ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଡାନାସୀ ନୁଆସାହି ଅଂଚଳରେ ଏହି ଘଟଣା ଘଟିଛି। ଘଟଣା ସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଛୁରା ମାଡ଼ କରି ଥିବା ଦୁଇ ଅଭିଯୁକ୍ତ ଥାନାରେ ଅଟକ ରହିଛନ୍ତି।

ତଦନ୍ତକୁ ସାମ୍ନା କରିବାକୁ ଏତେ ଡର କାହିଁକି ?: ବିଜେଡି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button