IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ କାହିଁକି ମହିଳାମାନେ ନିଜ ପାର୍ଟନରଙ୍କୁ ଦିଅନ୍ତି ଧୋକା

ଏବେ ଏବେ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି, ଯୌନକ୍ରିୟାରେ ତୃପ୍ତି ଅନୁଭବ ନ ହେବା କଥାକୁ ଅଧିକାଂଶ ମହିଳା ସ୍ୱୀକାର କରିନିଅନ୍ତି, ଯେଉଁଥିପାଇଁ ସେମାନେ ନିଜ ପାର୍ଟନରଙ୍କୁ ଚିଟ୍‌ କରିବାକୁ ପଛାଇ ନ ଥାଆନ୍ତି। ସର୍ଭେ ଅନୁସାରେ, ଯେଉଁ ମହିଳାମାନେ ଅନ୍ୟ ପୁରୁଷଙ୍କ କଥା ଭାବନ୍ତି, ନିଜ ପାର୍ଟନରଙ୍କ ସହ ସେମାନଙ୍କର ସମ୍ବନ୍ଧ ଭଲ ହୋଇ ନ ଥାଏ।

132

ଆଉ ମଧ୍ୟ କୁହାଯାଉଛି, ଭଲ ସେକ୍ସୁଆଲ ରିଲେଶନଶିପ୍‌ ପାଇଁ ଭାବନାତ୍ମକ ସମ୍ବନ୍ଧ ବନାଇବା ବହୁତ ଜରୁରୀ। ମହିଳା ଏବଂ ପୁରୁଷଙ୍କୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରେ ପ୍ରମୁଖତଃ ମହିଳାମାନଙ୍କୁ ପ୍ରଶ୍ନ ପଚରାଯାଇଥିଲା କି, ସେମାନଙ୍କୁ କାହିଁକି ଯୌନକ୍ରିୟାରେ ତୃପ୍ତି ଅନୁଭବ ହୋଇ ନ ଥାଏ। ପୁରୁଷମାନଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା।

ସର୍ଭେରେ ଜଣାପଡ଼ିଥିଲା, ମହିଳାମାନଙ୍କୁ କେବେ କେବେ ଏଭଳି ଅନୁଭବ ହୋଇଥାଏ। ତୃପ୍ତି ଅନୁଭବ ନ ହେବାର ମୁଖ୍ୟ କାରଣ ହୋଇଥାଏ, ନିଜ ପାର୍ଟନରଙ୍କ ସହ ଖରାପ ସମ୍ବନ୍ଧ। ଏପରି କି, ସମ୍ବନ୍ଧ ବନାଇବା ସମୟରେ ଭଲ ବ୍ୟବହାର ନ ଦେଖାଇବା। ତେବେ ଆପଣ କେବେ ନିଜ ପାର୍ଟନରଙ୍କୁ ଭଲ ରାସ୍ତାକୁ ଆଣିବାକୁ ଭାବିଛନ୍ତି କି ନାହିଁ ପ୍ରଶ୍ନରେ ଉଭୟ ପଟୁ ମିଶ୍ର ଉତ୍ତର ଆସିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button