IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ର ୫ ମିନିଟରେ ଜଣାପଡ଼ିଯିବ ଆପଣଙ୍କ ଭିତରେ ଥିବା ଏହି ଭୟଙ୍କର ରୋଗ, ବାସ୍ ହାତରେ ରଖନ୍ତୁ ଗୋଟିଏ ସାଦା କାଗଜ

ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଭିତରେ ଥିବା ଏହି ଭୟଙ୍କର ରୋଗ ବିଷୟରେ। ତା’ହେଲେ ଆଜି ଆମେ ଆପଣଙ୍କୁ ଏକ ସହଜ ଟ୍ରିକ୍ ବତେଇବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ଘରେ ବସି ରୋଗ ବିଷୟରେ ଜାଣିପାରିବେ। ଯିବାକୁ ପଡ଼ିବ ନାହିଁ କୌଣସି ଡାକ୍ତରଙ୍କ ପାଖକୁ।

ୟୁନିଭର୍ସିଟି ଅଫ୍ ଟରୋଣ୍ଟୋର ଆସିଷ୍ଟାଣ୍ଟ ପ୍ରଫେସର ତଥା ବ୍ରଡକାଷ୍ଟ ମେଡିକାଲ ଜର୍ନାଲିଷ୍ଟ୍ ଡାକ୍ତର ଜୋଲିନ୍ ହୁବର ଏହି ଟ୍ରିକ୍କୁ କରିକି ଦେଖାଇଥିଲେ। ଏଥିରେ ଏକ ପେପର୍ ଜରିଆରେ ଟେଷ୍ଟ କରାଯାଇଥାଏ। ଏହି ଟ୍ରିକ୍ ପାଇଁ ଆପଣଙ୍କୁ ଏକ A4 ସାଇଜର ପେପର୍ ସିଟ୍ ନେବାକୁ ପଡ଼ିବ।

ଏହା ବହୁତ ସହଜ ତରିକା। A4 ସାଇଜର ପେପର୍ ସିଟ୍ ନେଇ ତାହାକୁ ଦୁଇ ହାତ ପାପୁଲିର ପଛପାର୍ଶ୍ବରେ ମଝିରେ ରଖିଦିଅନ୍ତୁ। ଏହାକୁ ୧ ମିନିଟ୍ ଯାଏ ରଖିବାକୁ ଦିଅନ୍ତୁ। ଯଦି ପେପର ଥରିବାକୁ ଲାଗିଲା, ତା’ହେଲେ ଭାବିନେବେ ଆପଣଙ୍କୁ ଥାଇରଏଡ୍ କିମ୍ବା ନର୍ଭସ ସିଷ୍ଟମ୍ ଖରାପ ଅଛି। ସେହିପରି ବାରମ୍ବାର ଗରମ ଲାଗିଲେ କିମ୍ବା ଥକ୍କା ଅନୁଭବ ହେଲେ ଏହା ବି ସବୁ ଥାଇରଏଡର ଲକ୍ଷଣ। ଏହାପରେ ଆପଣ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ଏବଂ ଠିକ୍ ସମୟରେ ଚିକିତ୍ସା କରାଇ ନିଅନ୍ତୁ। ଆଉ ଏହି ଟ୍ରିକ୍କୁ ବ୍ୟବହାର କରନ୍ତୁ ଏବଂ ସମସ୍ତଙ୍କୁ ଜଣାଇ ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button