IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବେଲଣା କାଠି ସହ ଜଡିତ ବାସ୍ତୁ ଟିପ୍ସ, ଯାହା ଆପଣଙ୍କ ଆର୍ଥିକ ଅଭାବର ମୁଖ୍ଯ କାରଣ

ଜୀବନରେ ବାସ୍ତୁର ବିଶେଷ ମହତ୍ବ ରହିଥାଏ। ବିଶେଷରୂପେ ରୋଷେଇ ଘର ସହ ଜଡିତ ବାସ୍ତୁ ଦୋଷ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ରୋଷେଇ ଘରେ ପଡିଥିବା ତାୱା, ବେଲଣା କାଠି ଏବଂ ଅନ୍ଯ ଆବଶ୍ଯକୀୟ ଜିନିଷ ରହିଥାଏ, ଯାହା ଜୀବନରେ ଅନେକ ପ୍ରଭାବ ପକାଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ରୋଷେଇ ଘଣେ ବେଲଣା କାଠି କିପରି ରଖିବା ଉଚିତ।

-ରାତିରେ ଶୋଇବା ପୂର୍ବରୁ ବେଲଣା କାଠିକୁ ଭଲଭାବେ ଧୋଇ ରଖିବା ପାଇଁ ଭୁଳନ୍ତୁ ନାହିଁ। କିଛି ଲୋକମାନେ ମଧ୍ଯ ଗୋଟେ ଦିନ ବା ଦୁଇ ଦିନ ଛାଡି ସଫା କରିଥାନ୍ତି। ଯଦି ଆପଣ ମଧ୍ଯ ଏଭଳି କରୁଛନ୍ତି ତେବେ ଘରେ ବାସ୍ତୁଦୋଷ ଦେଖାଯାଇପାରେ।

belan--ରୁଟି ବେଲିବା ସମୟରେ ଯଦି ବେଲଣା ପଟା ଶଦ୍ଦ କରେ ତେବେ ଏହାଦ୍ବାରା ମଧ୍ଯ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ବେଲଣା ପଟାରୁ ଶଦ୍ଦ ବାହାରିଲେ ଜୀବନରେ ଅର୍ଥର ଶଙ୍କଟ ଦେଖାଯାଇଥାଏ।

-ବେଲଣା ପଟା କିଣିବା ସମୟରେ ଶୁଭ ସମୟ ଉପରେ ଧ୍ଯାନ ରଖନ୍ତୁ। ଯଦି କାଠର ବେଲଣା କାଠି କିଣିବାକୁ ଯାଉଛନ୍ତି ତେବେ ମଙ୍ଗଳବାର ଏବଂ ଶନିବାର ଦିନ ବିଲକୁଲ୍ କିଣନ୍ତୁ ନାହିଁ। ବୁଧବାର ଦିନ ଯେ କୌଣସି ଜିନିଷ କିଣିବା ଶୁଭ ହୋଇଥାଏ। ଏହି ଦିନ ମଧ୍ଯ ବେଲଣା କାଠି କିଣିବା ଶୁଭ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button