ରାଜ୍ୟ

ର‌୍ୟାଗିଂ ଅଭିଯୋଗରେ ୧୨ ଡାକ୍ତରୀ ଛାତ୍ର ନିଲମ୍ବିତ – Ibnodisha

[ad_1]

ସିମଳା: ଜୁନିୟର ଛାତ୍ରଙ୍କୁ ର‌୍ୟାଗିଂ କରିଥିବା ଅଭିଯୋଗରେ ହିମାଚଳ ପ୍ରଦେଶର କାଙ୍ଗ୍ରା ସହରରେ ଥିବା ଡଃ ରାଜେନ୍ଦ୍ର ପ୍ରସାସ ସରକାରୀ ମେଡିକାଲ କଲେଜର ୧୨ ଜଣ ସିନିୟର ଡାକ୍ତରୀ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି । କଲେଜରୁ ୩ ମାସ ଏବଂ ହଷ୍ଟେଲରୁ ୬ ମାସ ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଛି । ଏହାବ୍ୟତୀତ ର‌୍ୟାଗିଂ ସମ୍ପର୍କିତ ସୂଚନା ଲୁଚାଇଥିବାରୁ ୨ ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । ନିଲମ୍ବିତ ଛାତ୍ରଙ୍କ ମଧ୍ୟରୁ ୬ ଜଣଙ୍କ ବିରୋଧରେ ପ୍ରତ୍ୟେକ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button