IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତିଦିନ ପିଅନ୍ତୁ ଏହିପତ୍ରର ଜୁସ୍‌, ପାଖ ମାଡିବନି କରୋନା ଭାଇରସ : ବାବା ରାମଦେବ

ବର୍ତ୍ତମାନ କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି I ଦିନକୁ ଦିନ ଚୀନରୁ ଏହା ୯୩ଟି ଦେଶକୁ ବ୍ୟାପୀ ସାରିଲାଣି। ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୪୧ରେ ପହଞ୍ଚଲାଣି। କରୋନାକୁ ନେଇ ଅନେକ ଗୁଜବ ଚାଲିଥିବା ବେଳେ ବାବା ରାମଦେବ କିନ୍ତୁ ଏହାର ଔଷଧ ବାହାର କରିଛନ୍ତି।

ggg

ନିକଟରେ ବାବା ରାମଦେବ କହିଥିଲେ,କରୋନା ବ୍ୟାପିବା ର ମୁଖ୍ୟ କାରଣ ଶରୀର ରେ ରୋଗ ପ୍ରତିଷେଧକ ଶକ୍ତି କମ ରହିବା I ଯାହା ଦ୍ୱାରା କି ଏହି କରୋନା ସିଧା ବ୍ରେନ କୁ ସଂକ୍ରମିତ ହେଇଥାଏ I ଏଥିପାଇଁ ମଧ୍ୟ ଆମ ଖାଦ୍ୟଶୈଳୀ ଦାୟୀ। ଆମର ଖାଦ୍ୟପଦାର୍ଥ ଯୋଗୁଁ ଆମ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମିଯାଉଛି। ଯାହା ଫଳରେ କରୋନା ନୁହେଁ ବରଂ ଅନେକ ରୋଗ ମଧ୍ୟ ସଂକ୍ରମିତ ହେଉଛି।

gg

କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବାବା ରାମଦେବ ଗିଲୋୟା ଜୁସ୍‌ ପିଇବାକୁ କହିଛନ୍ତି। ଏହି ଜୁସ୍‌ ସହିତ ପ୍ରତିଦିନ ହଳଦୀ, ଗୋଲମରିଚ, ତୁଳସୀ ମିଶାଇ ପିଇବା ଦ୍ୱାରା କରୋନା ଭାଇରସ ଆପଣଙ୍କ ଶରୀରକୁ ସଂକ୍ରମିତ ହେବ ନାହିଁ। ଏହା ଶରୀରର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ। ଗିଲୋୟା ଜୁସ୍‌ ଏହି ଭାଇରସକୁ ବିନାଶ କରିଥାଏ। କେବଳ ଜୁସ୍‌ ନୁହେଁ, ପ୍ରତିଦିନ ବ୍ୟାୟାମ କରିବାକୁ ମଧ୍ୟ ବାବ ରାମଦେବ କହିଛନ୍ତି। ଆଗ କାଳରେ ଥଣ୍ଡା, ଜ୍ୱର, କାଶକୁ ଭଲ କରିବା ପାଇଁ ଲୋକମାନେ ଏହି ଗିଲୋୟା ଜୁସ୍‌କୁ ବ୍ୟବହାର କରୁଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button