IBN ଓଡ଼ିଶା ବ୍ୟୁରୋ

କେବଳ ଓଜନ କମାଇବା ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ଗ୍ରୀନ ଟି, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଯେତେବେଳେ ଓଜନ କମ କରିବା ନେଇ ପ୍ରଶ୍ନ ଉଠିଥାଏ ସେତେବେଳେ ଅଧିକାଂଶ ଲୋକମାନେ ଗ୍ରୀନ ଟି ପିଇବା ପାଇଁ କହିଥାନ୍ତି। ଗ୍ରୀନ ଟି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ଲାଭ ହୋଇଥାଏ। ଏହିକଥା ତ ଆପଣମାନେ ସମସ୍ତେ ଜାଣିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି କି ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଗ୍ରୀନ ଟି ବ୍ୟବହାର କରାଯାଇଥାଏ। ଆଜ୍ଞା ହିଁ ଗରମ ଦିନେ ତ୍ୱଚାର ସୁରକ୍ଷା ପାଇଁ ଆପଣ ଗ୍ରୀନ ଟି ଫେସପ୍ୟାକ ବ୍ୟବହାର କରିପାରିବେ।

tea

ଗ୍ରୀନ ଟିରେ ପ୍ରସ୍ତୁତ ହୋଇଥିବା ଫେସପ୍ୟାକ କେବଳ ତ୍ୱଚାରୁ ତେଲିଆ ପଣ ଦୁର କରିନଥାଏ ବରଂ ମୁହଁରୁ ବ୍ରଣ ଏବଂ ଦାଗ ମଧ୍ୟ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ଗ୍ରୀନ ଟି ଫେସପ୍ୟାକ।

ତ୍ୱଚାକୁ କେମିକାଲ ସାଇଡ ଇଫେକ୍ଟରୁ ରକ୍ଷା କରିବା ପାଇଁ ଗ୍ରୀନ ଟି ଏବଂ ଲେମ୍ବୁ ରସ ବ୍ୟବହାର କରିବା ଅତି ଉତ୍ତମ ହୋଇଥାଏ। ଏହି ପ୍ୟାକ ପ୍ରସ୍ତୁତ କରିବା ପାଇଁ ଆପଣ ଅଳ୍ପ କିଛି ଗ୍ରୀନ ଟିରେ ୨ ରୁ ୩ ଚାମଚ ଲେମ୍ବୁ ରସ ମିକ୍ସ କରନ୍ତୁ। ଏବେ ଏହି ପେଷ୍ଟକୁ ଗୋଳାଇ ପତଳା କରିବା ପରେ ମୁହଁ ଏବଂ ବେକରେ ଲଗାନ୍ତୁ। ଲଗାଇବାର ୧୦ ମିନିଟ ପରେ ମୁଁହ ଧୋଇଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button