ଦେଶ

ଯଦି ଅର୍ଥାଭାବ ରହିଛି, ତେବେ ଏହି ୧୦ ଉପାୟ ଦ୍ୱାରା ହେବ ଆପଣଙ୍କ ଉପରେ ହେବ ଧନ ବର୍ଷା

ଧନ କମାଇବା ପାଇଁ ଅନେକ ଉପାୟ ପ୍ରଚଳିତ ରହିଛି। ସମସ୍ତେ ଚାହାନ୍ତି କୌଣସି ଏକ ଭଲ ଏବଂ ସହଜ ଉପାୟ ମିଳିଯାନ୍ତା ଯାହାଦ୍ୱାରା ଧନ ଉପାର୍ଜନ କରାଯାଇପାରିବ। ତେବେ ଆଜି ଆମେ ଆପଣଙ୍କୁ ୧୦ଟି ଏକଦମ୍‌ ସରଳ ଉପାୟ ଜଣାଇବୁ ଏବଂ ଆପଣ ଏଥିରୁ କୌଣସି ଗୋଟିଏକୁ ଆପଣେଇ ପାରିବେ। କିନ୍ତୁ ଆପଣଙ୍କୁ କେବଳ ତାହାର ପାଳନ କରିବାକୁ ହେବ।

-ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ, ବେଲପତ୍ର ଏବଂ ଅକ୍ଷତ (ଚାଉଳ) ଚଢ଼ାନ୍ତୁ।

shivalinga-ମହାଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ଶ୍ରୀ ଲକ୍ଷ୍ମୀସୁକ୍ତ ପାଠ କରନ୍ତୁ।

-ସପ୍ତାହରେ କୌଣସି ବି ଦିନ ଗୋଟେ ବ୍ରତ କରନ୍ତୁ। ସୋମବାର କରିବେ ତ ଧନର କାରକ ଚନ୍ଦ୍ରମା ପ୍ରସନ୍ନ ହେବେ। ମଙ୍ଗଳ ବାର କରିବେ ତ ବଜରଙ୍ଗବଲୀ, ବୁଧ ବାର ଶ୍ରୀ ଗଣେଶ, ଗୁରୁବାର ଶ୍ରୀ ବିଷ୍ଣୁ, ଶୁକ୍ରବାର ମାତା ଲକ୍ଷ୍ମୀ, ଶନିବାର ଶନିଦେବଙ୍କର ଏବଂ ରବିବାର ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବେ ତ ଧନ, ସୁଖ ଏବଂ ସୌଭାଗ୍ୟର ବରଦାନ ମିଳିବ।

-ଅନାମିକା ଆଙ୍ଗୁଳୀରେ ସୁନା, ରୂପା ଏବଂ ତମ୍ବାରେ ତିଆରି ମୁଦି ପିନ୍ଧନ୍ତୁ।

deep-ସଂନ୍ଧ୍ୟାରେ ନିକଟସ୍ଥ କୌଣସି ମନ୍ଦିରକୁ ଯାଇ ଦୀପ ଲଗାନ୍ତୁ।

-ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା କରନ୍ତୁ।

-କନକଧାରା ସ୍ତୋତ୍ର ପାଠ କରନ୍ତୁ।

-ପୂର୍ଣ୍ଣିତଃ ଧାର୍ମିକ ଆଚରଣ ରକ୍ଷା କରନ୍ତୁ।

-ଘରେ ସଫା ସୁତୁରା ରଖନ୍ତୁ। ଏହାଦ୍ୱାରା ଧନ ସ୍ଥାୟୀ ରୂପରେ ଆପଣଙ୍କ ଘରେ ରହିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button