IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ ଜୁନ୍ ୩୦ରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ସ୍ବଭାବ କିପରି

ପ୍ରତ୍ଯେକ ବ୍ଯକ୍ତି ଭିନ୍ନ ଭିନ୍ନ ଦିନରେ ଜନ୍ମ ହୋଇଥାନ୍ତି। ଏହି ଦିନଟି ତାଙ୍କ ପାଇଁ ଅତ୍ଯନ୍ତ ଖୁସିର ଦିନ ହୋଇଥାଏ। ଏହି ଦିନରେ ଜନ୍ମଦିନ ପାଳନ କରିବା ପାଇଁ ମଧ୍ଯ ଅନେକଙ୍କ ଘରେ ବିଭିନ୍ନ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏଥିସହ ଭିନ୍ନ ଭିନ୍ନ ଦିନରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ମଧ୍ଯ ବିଭିନ୍ନ ପ୍ରକାର ହୋଇଥାଏ। ତେବେ ଆସନ୍ତୁ ଜାଣିବା ୩୦ ତାରିଖରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ସ୍ବଭାବ ହୋଇଥାଏ କିପରି।

ଅଙ୍କ ଜ୍ଯୋତିଷ ଅନୁଯାୟୀ, ଏହି ଦିନରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ମୂଳ ଅଙ୍କ ୩ ହୋଇଥାଏ। ଏହା ବୃହସ୍ପତିଙ୍କ ପ୍ରତିନିଧି ଅଙ୍କ। ଏଭଳି ବ୍ଯକ୍ତି ନିଷ୍କପଟ, ଦୟାଳୁ ଏବଂ ଉଚ୍ଚ ବିଚାରର ହୋଇଥାନ୍ତି। ଏଭଳି ବ୍ଯକ୍ତି ଅନୁଶାସନପ୍ରିୟ ହେବା ସହ ସଙ୍ଗୀତ ପ୍ରେମୀ ହୋଇଥାନ୍ତି। ଏଥିସହ ୩୦ ତାରିଖରେ ଜନ୍ମ ହୋଇଥିବା ବ୍ଯକ୍ତି ଶିକ୍ଷା କ୍ଷେତ୍ରରେ ମଜବୁତ୍ ହୋଇଥାନ୍ତି।

cakeଏମାନଙ୍କ ପାଇଁ ଶୁଭ ଦିନ: ୩, ୧୨, ୨୧,୩୦

ଶୁଭ ଅଙ୍କ: ୧, ୩, ୬, ୭, ୯

ଶୁଭ ବର୍ଷ: ୨୦୨୮, ୨୦୩୦, ୨୦୩୧, ୨୦୩୪, ୨୦୪୩, ୨୦୪୯, ୨୦୫୨

ଇଷ୍ଟଦେବୀ: ଦେବୀ ସରସ୍ବତୀ, ଦେବଗୁରୁ ବୃହସ୍ପତି, ଭଗବାନ ବିଷ୍ଣୁ

ଶୁଭ ରଙ୍ଗ: ହଳଦିଆ ଏବଂ ଗୋଲାପି

june 30ଜାଣନ୍ତୁ ବର୍ଷର ଆସନ୍ତା ମାସ ରହିବ କିପରି

ଆପଣଙ୍କ ପାଇଁ ଚଳିତ ବର୍ଷ ସୁଖମୟ ହେବ। କୌଣସି ବିଶେଷ ପରୀକ୍ଷାରେ ସଫଳତା ପାଇପାରିବେ। ନୂତନ ବ୍ଯବସାୟର ଯୋଜନା କରିପାରନ୍ତି। ଦାମ୍ପତ୍ଯ ଜୀବନ ସୁଖମୟ ହେବ। ଘର ଏବଂ ପରିବାରରେ ଶୁଭ କାର୍ଯ୍ଯ ହେବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ଯରେ ଯାତ୍ରା କରିପାରନ୍ତି। ଶତ୍ରୁମାନେ ପ୍ରଭାବିତ ହେବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button