IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବେ ବି ବେଡ୍‌ ଉପରେ ଏହିସବୁ କାମ କରନ୍ତୁ ନାହିଁ, ନଚେତ ଭୋଗିବାକୁ ପଡିବ ଏହିସବୁ ସମସ୍ୟା

ଆପଣଙ୍କ ବେଡରୁମ୍‌ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଆପଣଙ୍କ ଶେଯ। ବାସ୍ତୁ ଅନୁସାରେ ଆପଣଙ୍କ ପଲଙ୍କ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଦେବା ଦରକାର। ପଲଙ୍କକୁ ଦକ୍ଷିଣ ଦିଗରେ କାନ୍ଥ ସହିତ ଲଗାଇ ରଖିବା ପାଇଁ ଶୁଭଫଳ ମିଳିଥାଏ। ଶୋଇବା ସମୟରେ ମୁଣ୍ଡ ଦିକ୍ଷଣ ଏବଂ ଗୋଡକୁ ଉତ୍ତର ଦିଗରେ ରଖିବା ଉଚିତ। ସବୁବେଳେ ପଲଙ୍କ ବା ଖଟକୁ ବେଡରୁମରେ ଠିକ୍‌ ଦିଗରେ ରଖିବା ଉଚିତ।

bed

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶେଯ ସହିତ ବାସ୍ତୁର ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଆପଣ ରାତିରେ ଶୋଇବା ପରେ ଶେଯକୁ ନ ଠିକ୍‌ କରି ସେପରି ଛାଡି ଦିଅନ୍ତି ,ତେବେ ଆପଣଙ୍କ ପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇପରେ। ଆମେ ଅଜାଣତରେ ଏପରି କେତେକ କାମ କରିଥାଉ, ଯାହା ବିଷୟରେ ଆମେ ଜାଣିପାରୁନାହିଁ। ଆମେ ଅଜାଣରେ ବଡ ଭୁଲ୍‌ କରିଦେଇ। ଜୀବନରେ ଆର୍ଥିକ ରୂପେ ସଫଳ ହେବା ପାଇଁ ଆମେ ଏହିସବୁ ଭୁଲ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିନେବା କ’ଣ ସବୁ ସେହି ଭୁଲ୍‌…

vastu 1

– ରାତିରେ ଶୋଇବା ବେଳେ ପାଟିରେ କିଛି ନ ରଖି ଶୁଅନ୍ତୁ।

– ସକାଳୁ ଶୋଇକି ଉଠିବା ପରେ ଶେଯକୁ ସଜାଡିବା ଉଚିତ।

– ଯଦି ଆପଣ ଏପରି କରନ୍ତି, ତେବେ ଘରକୁ ଅର୍ଥାଭାବ ଦେଖାଯାଏ। ଆର୍ଥିକ ଭାବ ଆପଣଙ୍କ ଦୁର୍ବଳ ହେବାକୁ ଲାଗନ୍ତି।

– ତେଣୁ ଯେତେବେଳେ ବି ଶୋଇ ଉଠନ୍ତୁ, ଶେଯକୁ ଠିକ୍‌ କରିଦିଅନ୍ତୁ। କେବେ ବି ବେଡରେ ଭାଙ୍ଗ ରଖିବା ଉଚିତ ନୁହେଁ।

– ଏହାଛଡା ବେଡ ଉପରେ କେବେ ବି ପେପର ପକାଇ ଖାଦ୍ୟ ଖାଆନ୍ତୁ ନାହିଁ ନଚେତ ହୋଇଯିବେ କାଙ୍ଗାଳ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button