ମନୋରଞ୍ଜନ

ପ୍ଲାଷ୍ଟିକ ସର୍ଜରି ପୂର୍ବରୁ କିଛି ଏଭଳି ଦେଖା ଯାଉଥିଲେ ବଲୀଉଡ ର ଏହି 5ଟି ସୁନ୍ଦର ଅଭିନେତ୍ରୀ, ଦେଖନ୍ତୁ ଫଟୋ !

ସମୟ କେବେବି କାହାକୁ ଅପେକ୍ଷା କରେ ନାହିଁ, ସମୟ ସହିତ ସମସ୍ତେ ଧୀରେ ଧୀରେ ବଦଳି ଯାଆନ୍ତି । ସମୟ ସହିତ ମଣିଷର ବୟସ ବଢିବାରେ ଲାଗେ ଏବଂ ତାଙ୍କ ଶରୀରରେ କେତେ ପ୍ରକାର ପରିବର୍ତ୍ତନ ଆସେ, କାହର ଚୁଟି ଝଡି ଯାଉଛି ତ କାହାର ଚେହେରା ଖରାପ ହେବାରେ ଲାଗେ କିନ୍ତୁ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ଆପଣ କଳା କିମ୍ବା ଗୋରା, ସୁନ୍ଦର କିମ୍ବା ଖରାପ ଦେଖା ଯାଉଥିଲେ ମଧ୍ୟ କିଛି ଫରକ ପଡେ ନାହିଁ, ଆପଣ ନିଜକୁ ପ୍ଲାସ୍ଟିକ ସର୍ଜରୀ ସାହାର୍ଯ୍ୟରେ ନିଜର ଚେହେରାକୁ ପୁରାପୁରୀ ବଦଳାଇ ପାରିବେ ।

ଆଜି ଆମେ ଆପଣଙ୍କୁ ବଲୀଉଡ ର କିଛି ଟପ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସର୍ଜରୀ ପରେ ସୁନ୍ଦର ହୋଇଯାଇଛନ୍ତି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଶ୍ରୀଦେବୀ –

ବଲୀଉଡ ର ଦିବ୍ୟଗଂତ ଅଭିନେତ୍ରୀ ଶ୍ରୀଦେବୀ ନିଜର ସୁନ୍ଦରତା ବଢାଇବା ପାଇଁ କେତେଥର ସର୍ଜରୀ କରିଛନ୍ତି, ଏହାର ପ୍ରମାଣ ତାଙ୍କ ଫୋଟକୁ ଦେଖିଲେ ଆପଣ ଜାଣି ପାରିବେ ।

ପ୍ରିୟଙ୍କା ଚୋପଡା –

ବଲୀଉଡ ର ସୁନ୍ଦର ଏବଂ ଟପ ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି ପ୍ରିୟଙ୍କା । ପ୍ରିୟଙ୍କା ସବୁବେଳେ ଚର୍ଚ୍ଚା ରେ ରୁହନ୍ତି । ସେ ମଧ୍ୟ ନିଜର ଚେହେରାରେ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ।

ଜାହ୍ନୱୀ କପୂର –

ବଲୀଉଡ ର ଦିବ୍ୟଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନୱୀ କପୂର ଫିଲ୍ମ ଧଡକ ରେ ଡେବ୍ୟୁ କରିଛନ୍ତି, ଶୁଣିବାକୁ ମିଳୁଛି କି ଜାହ୍ନୱୀ ନିଜର ନାକ ଏବଂ ଓଠ ର ସର୍ଜରୀ କରି ଛନ୍ତି । ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ଦେଖା ଯାଉଛନ୍ତି ।

ଶ୍ରୁତି ହାସନ –

ବଲୀଉଡ ଏବଂ ଟଲୀଉଡ ର ପ୍ରତିଷ୍ଠିତ ଅଭିନେତ୍ରୀ ଶ୍ରୁତି ହାସନ ସବୁଠୁ ବଡ ଷ୍ଟାର କମଲ ହାସନଙ୍କର ଝିଅ ଅଟନ୍ତି । ନିଜର ମନପସନ୍ଦ ସୁନ୍ଦରତା ପାଇବା ପାଇଁ ସେ ବି ସର୍ଜରୀ କରିଛନ୍ତି ।

ଶିଲ୍ପା ସେଠି –

ବଲୀଉଡ ରେ ସୁନ୍ଦର ଅଭିନେତ୍ରୀ ଏବଂ ଫେମସ ବିଜନେଶମାନ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଲ୍ପା ସେଠି ବି ନିଜର ସୁନ୍ଦରତା ବଢାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରି ସାରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button