ମନୋରଞ୍ଜନ

ଏକ ଦୁର୍ଘଟଣା କାରଣରୁ ସବୁ ସମ୍ପତ୍ତି ଦାନ କରି ସନ୍ୟାସୀ ହୋଇଗଲେ ବଲିଉଡର ଏହି ଅଭିନେତ୍ରୀ, ଆପଣ ଜାଣି ବିଶ୍ଵାସ କରିବେ ନାହିଁ

ନିଜର ପ୍ରଥମ ଫିଲ୍ମ ଆଶିକି କାରଣରୁ ରାତା ରାତି ବହୁତ ବଡ ଅଭିନେତ୍ରୀ ହୋଇଗଲେ ଅନୁ ଅଗ୍ରୱାଲ । ଆଜି ସେ ବହୁତ ଖରାପ ଅବସ୍ଥାରେ ନିଜ ଜୀବନ କାଟୁଛନ୍ତି ଯିଏ ଆଜି ପୁରା 50 ବର୍ଷର ହୋଇ ସାରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ସହିତ ସମ୍ପୃକ୍ତ ଏକ ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ ଏଥିପାଇଁ ଆପଣ ଏହି ପୋଷ୍ଟକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ । ଏହି ଘଟଣା ଅନୁ ଅଗ୍ରୱାଲଙ୍କ ଜୀବନକୁ ଖରାପ କରି ବର୍ବାଦି ଆଡକୁ ନେଇଗଲା । ସେ ଆଶିକି ଫିଲ୍ମ ବ୍ୟତୀତ ଆହୁରି ଅନେକ ଫିଲ୍ମ କରିଛନ୍ତି । ନିଜର ଭଲ ଆକଟିଂ କାରଣରୁ ଦର୍ଶକଙ୍କ ମନରେ ଘର କଲେ ।

ତାଙ୍କର କିଛି ଏମିତି ଫିଲ୍ମ ଅଛି ଯାହା ଦର୍ଶକଙ୍କୁ ପସନ୍ଦ ଆସିଲା ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି ଘଟଣା ବିଷୟରେ ଯିଏ ଅନୁ ଅଗ୍ରୱାଲଙ୍କ ପୁରା ଜୀବନ ବର୍ବାଦ କରିଦେଲା । ଏକ ଖବର ଅନୁସାରେ ଅନୁ ଅଗ୍ରୱାଲଙ୍କର ଏକ ସଡକ ଦୁର୍ଘଟଣାରେ ସ୍ମରଣଶକ୍ତି ଚାଲିଗଲା ଓ ବହୁତ ମାସ ପର୍ଯ୍ୟନ୍ତ କୋମାରେ ଥିଲେ ।

 

ସେହି ଘଟଣା ଠାରୁ ଅନୁଙ୍କ ସ୍ଥିତି ବହୁତ ଖରାପ ହେବାକୁ ଲାଗିଲା ଓ ସେ ଚାଲିବା ବୁଲିବା ଅବସ୍ଥାରେ ନଥିଲେ । ଏହି ଦୁର୍ଘଟଣାରେ ତାଙ୍କର ପୁରା ଜୀବନ ବର୍ବାଦ ହୋଇଗଲା ଓ ଏହି କଥା ତାଙ୍କ ମନରେ ରହିଲା ଓ ସେ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତିକୁ ଦାନ କରିଦେଲେ ।

ତାଜା ଖବର ଅନୁସାରେ ଅନୁ ଏବେ ବିହାର ଜିଲ୍ଲାରେ ମୁଙ୍ଗେର ରେ ସମସ୍ତଙ୍କୁ ଯୋଗ ଶିଖାଉଛନ୍ତି । ଏଥିପାଇଁ ଏହି ଖବରକୁ ଶୁଣି କୌଣସି ବି ଫ୍ୟାନ୍ସଙ୍କୁ ବିଶ୍ଵାସ ହେଉ ନାହିଁ କି ସେ ଏହି କାର୍ଯ୍ୟ କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଘଟଣାରେ ଅନୁ ବିଲକୁଲ ଭାଙ୍ଗି ପଡିଲେ ଓ ସବୁବେଳେ ଏହା ଭାବିବାକୁ ବାଧ୍ୟ ହେଲେ କି ଏ ଜୀବନ ଆଉ ମୋର କୌଣସି କାମର ନୁହେଁ । ଏହି କାରଣରୁ ସେ ଆଜି ପୁରା ସାଧାସିଧା ଜୀବନ କାଟୁଛନ୍ତି ଓ ନିଜର ପୁରା ସମ୍ପତ୍ତି ଦାନ କରିଦେଲେ ଓ ଲୋକଙ୍କ ସେବାରେ ନିଜ ଜୀବନ ଲଗାଇ ଦେଲେ । ଏବେ ସେ ଲୋକଙ୍କୁ ଯୋଗ ଶିଖାଉଛନ୍ତି ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ନିଜର ମତାମତ କମେଣ୍ଟ ବକ୍ସ ରେ ଦିଅନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କୁ ଆହୁରି ଅନେକ ରୋଚକ ତଥ୍ୟ ପହଞ୍ଚାଇ ପାରିବୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button