ରାଜନୀତି
ଗୃହରେ ବିରୋଧୀଙ୍କ ହଙ୍ଗାମା, ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ – Ibnodisha

[ad_1]
ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ବିରୋଧୀଙ୍କ ହଙ୍ଗାମା । ଏଥିପାଇଁ ଦିନ ୧୧.୩୦ ଯାଏଁ ଗୃହକୁ ମୁଲତବୀ ରଖାଯାଇଛି । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କୁ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କଲେ ବିଜେପି ସଦସ୍ୟ । ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଗୃହୀତ ନ ହେବାରୁ ହଟ୍ଟଗୋଳ ହୋଇଛି । ଜାତୀ ରାଜପଥରେ ଓଡିଶାକୁ ଅବହେଳା ପ୍ରସଙ୍ଗ ଉଠାଇଛି ବିଜେଡି । ଏଥିପାଇଁ ଦିନ ୧୧.୩୦ ଯାଏଁ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
[ad_2]




