ରାଜ୍ୟ
ହୀରାକୁଦରେ ବନ୍ଦ ହେଲା ୧୦ଟି ଗେଟ୍, ୧୪ଟି ଗେଟରେ ବନ୍ୟା ଜଳ ନିଷ୍କସିତ – Ibnodisha
[ad_1]
ସମ୍ବଲପୁର: ବନ୍ଦ ଲୋ ହୀରାକୁଦ ଜଳ ଭଣ୍ଡାରର ୧୦ଟି ଗେଟ୍ । ଏବେ ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି । ପୂର୍ବରୁ ୨୪ଟି ଗେଟ୍ ଦେଇ ପାଣି ଛଡ଼ା ଯାଉଥିଲା । ୧୦ଟି ଗେଟ୍ ବନ୍ଦ ହେବା ପରେ ଏବେ ୧୪ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି ।
ବାମପଟରେ ୮ ଓ ଡାହାଣ ପଟରେ ୬ଟି ଗେଟ୍ ଖୋଲା ଅଛି । ତେବେ ଡ୍ୟାମର ଜଳସ୍ତର ବର୍ତ୍ତମାନ ୬୨୮ ଦଶମିକ ୨୯ ଫୁଟ୍ ଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୫ ହଜାର ୮୬୬ ଘନଫୁଟ ଜଳ ।
[ad_2]