ରାଜ୍ୟ

ଭୋଜନ କରିବା ପୂର୍ବରୁ କରନ୍ତୁ ଏହି ଗୋଟେ କାମ, କେବେ ବି ଘରେ ଆସିବ ନାହିଁ ଦରିଦ୍ରତା

ଖାଦ୍ୟ ଅର୍ଥାତ ଭୋଜନ ସବୁ ମଣିଷଙ୍କ ପାଇଁ ଏବଂ ଜୀବିନ ଥିବା ସମସ୍ତ ପ୍ରାଣୀଙ୍କ ପାଇଁ ପ୍ରଥମ ଏବଂ ମୁଖ୍ୟ ଦରକାରୀ ଜିନିଷ ଅଟେ । ଏହି ଦୁନିଆରେ ସମସ୍ତ ମଣିଷ ନିଜ ଖାଦ୍ୟ ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । ଯାହା ଦ୍ଵାରା ତାହାର ପରିବାର କେବେ ବି ଭୋକରେ ରହିବେ ନାହିଁ । ଆପଣମାନେ ଦେଖିଥିବେ କି ଧନୀ ପିଲାମାନଙ୍କୁ ସବୁ ଜିନିଷ ମାଗିବା ପୂର୍ବରୁ ହିଁ ମିଳିଯାଏ । କିନ୍ତୁ ଗରିବ ପିଲାମାନଙ୍କୁ ନିଜ ଖାଦ୍ୟ ପାଇଁ କଷ୍ଟ କରିବାକୁ ପଡିଥାଏ ଏବଂ ଦିନେ ନା ଦିନେ ସେମାନେ ସଫଳ ବି ହୋଇଥାନ୍ତି ।

ଭାରତ ଦେଶରେ ଭୋଜନକୁ ଅନ୍ନ ଦେବତା ବୋଲି କୁହାଯାଏ । ମାନ୍ୟତା ଅନୁସାରେ ଯିଏ ଅନ୍ନକୁ ମହତ୍ଵ ଦିଏ ନାହିଁ, ଅନ୍ନ ବି ତାହାକୁ ମହତ୍ଵ ଦିଏ ନାହିଁ । ଜ୍ୟୋତିଷଙ୍କ ଅନୁସାରେ ଆପଣ ନିଜ ଘରର ଉନ୍ନତି ଚାହୁଁଛନ୍ତି ତେବେ ଏହି ଖାସ ଲେଖା ଆପଣ ପାଇଁ ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଏକ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣାଇ ଆପଣ ନିଜର ଦରିଦ୍ରତାକୁ ସବୁଦିନ ପାଇଁ ଦୂର କରି ପାରିବେ ।

ଭୋଜନ ଆରମ୍ଭ କରିବା ପୂର୍ବରୁ କରନ୍ତୁ ଏହି କାମ

Image courtesy: Google

ଭୋଜନ ଆରମ୍ଭ କରିବା ପୂର୍ବରୁ ଆପଣ ହାତ ଯୋଡି ଇଶ୍ଵରଙ୍କର ନାମ ନେଇ ପ୍ରାର୍ଥନା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ବି ପ୍ରବେଶ କରିବ । ଏବଂ ଆପଣ ପ୍ରେମ ପୂର୍ବକ ଭୋଜନ ବି ଗ୍ରହଣ କରିବେ । ଏହା କରିବା ଦ୍ଵାରା ଆପଣଙ୍କ ପାଖରେ ଟଙ୍କାର ଅସୁବିଧା ଆସିବ ନହିଁ । ମାତା ଲକ୍ଷ୍ମୀଙ୍କର କୃପା ଆପଣ ମାନଙ୍କ ଉପରେ ସର୍ବଦା ରହିବ ।

କେବେ ବି ଆସିବ ନାହିଁ ଦରିଦ୍ରତା

ଏମିତିରେ ଆପଣ ଯଦି ଭୋଜନ ପୂର୍ବରୁ ଇଶ୍ଵରଙ୍କର ନାମ ନେଉଛନ୍ତି ତେବେ ଆପଣଙ୍କର ମନ ଶାନ୍ତ ରହିଥାଏ । ଆପଣଙ୍କର ଇଛା ଶକ୍ତି ଦୁଇଗୁଣା ହୋଇଯାଏ । ଏହିଭଳି କରିବା ଦ୍ଵାରା ବ୍ୟକ୍ତିଙ୍କ ଘରେ ଦରିଦ୍ରତା ଆସେ ନାହିଁ ।

ଥାଳିରେ ଧୁଅନ୍ତୁ ନାହିଁ ହାତ

Image courtesy: Google

ଏମିତିରେ ଖାଦ୍ୟ ସେବନ କରିବା ପରେ ଭୁଲରେ ବି ଖାଦ୍ୟ ଥାଳିରେ ହାତ ଧୂନତୁ ନାହିଁ । ଏହ କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button