ଦେଶ

ଉବର ଟ୍ୟାକ୍ସୀ ଡ୍ରାଇଭର ସହିତ ଯାତ୍ରା କରୁଥିବା ମହିଳାକୁ କହିଲା, ‘ଗରମ ଲାଗୁଛି, ମୋ କୋଳରେ ବସି ଯାଅ ଆଉ ତା ପରେ…’

ଆଜିକାଲି ଅନ୍ଲାଇନ ଟୈକ୍ସୀ ବୁକ କରିବା ବହୁତ ସାଧାରଣ ହୋଇ ଗଲାଣି । ସମସ୍ତେ ଯିବା ଆସିବା ପାଇଁ ଟୈକ୍ସୀ ବୁକ କରି ଦିଅନ୍ତି । ମୋବାଇଲ ଏପରେ ଟୈକ୍ସୀ ବୁକ କରିବାରେ ସବୁଠୁ ଅଧିକ ପପୁଲର ଓଲା ଏବଂ ଉବର ଟୈକ୍ସୀ ଏପ ଅଟେ । ଉବର ଏବଂ ଓଲା ଟୈକ୍ସୀ ମହିଳାଙ୍କ ପାଇଁ ବହୁତ ସୁରକ୍ଷିତ ବୋଲି କୁହାଯାଏ । କିନ୍ତୁ ଏହା ମଧ୍ୟରେ ଜଣେ ମହିଳା ଉବର ଡ୍ରାଇଭର ଉପରେ ବଡ ଆରୋପ ଲଗାଇଛନ୍ତି, ଯେଉଁ କାରଣରୁ ଉବର ଟୈକ୍ସୀ ସର୍ବିସ ପୁଣି ଥରେ ପ୍ରଶ୍ନରେ ଘେରି ଯାଇଛି ।

ସ୍ଵାମୀ ଏବଂ ପତ୍ନୀ କରୁଥିଲେ ଯାତ୍ରା

ମହିଳାଙ୍କର କହିବା ଅଟେ କି ଉବର ଟୈକ୍ସୀରେ ସେ ଏବଂ ତାଙ୍କର ସ୍ଵାମୀ ଯାତ୍ରା କରୁଥିଲେ । ଏହା ମଧ୍ୟରେ ମହିଳା ଜଣକ ଡ୍ରାଇଭରଙ୍କୁ ଏସି ଚଲେଇବା ପାଇଁ କହିଲେ ଏବଂ ଏହା ପରେ ହିଁ ବିବାଦ ଆରମ୍ଭ ହୋଇଗଲା । ମହିଳା ଜଣକ ଡ୍ରାଇଭରଙ୍କୁ ବହୁତ ନରମ ଭାଷାରେ ଏସି ଚଲେଇବା ପାଇଁ କହିଲେ, କିନ୍ତୁ ଡ୍ରାଇଭର ଜଣକ ଦୁଷ୍ଟତା କରିବା ଆରମ୍ଭ କରି ଦେଲା ଏବଂ ପୁଣି ଦୁଇଜଣଙ୍କୁ ଗାଡିରୁ ଓଲାହିବା ପାଇଁ କହିଲେ । କିନ୍ତୁ ସେମାନଙ୍କୁ ଅନ୍ୟ ଏକ ଜାଗାକୁ ଯିବାର ଥିଲା ।

ମୋ କୋଳରେ ଆସି ଯାଅ – ଉବର ଡ୍ରାଇଭର

ମହିଳାଙ୍କର ଆରୋପ ଏହା ଅଟେ କି ଯେତେବେଳେ ସେ ଡ୍ରାଇଭରକୁ ଏସି ଚଲେଇବାକୁ କହିଲେ, ତେବେ ଡ୍ରାଇଭର ଜଣକ କହିଲା କି ଆଗକୁ ଆସି ମୋ କୋଳରେ ବସି ଯାଅ, ତେବେ ଗରମ ଲାଗିବ ନାହିଁ, ଏହା ପରେ ସ୍ଵାମୀ ଏବଂ ଡ୍ରାଇଭର ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା ଏବଂ ଏହା ପରେ ଡ୍ରାଇଭର ଟ୍ରିପକୁ କ୍ୟାନସେଲ କରିଦେଲା । ମହିଳା ଜଣକ ଏହି କଥାର କମ୍ପ୍ଲେନ ପୁଲିସ ଏବଂ ଉବର ଟିମ ଦୁଇଜଣଙ୍କୁ ହିଁ କରିଲେ, ଯାହା ପରେ ଏହି ମାମଲାର ଯାଞ୍ଚ ଚାଲିଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ରାଇଭର ତରଫରୁ କୌଣସି ବୟାନ ଆସି ନାହିଁ ।

ଉବର କହିଲା କି ଜଲ୍ଦି ଏହା ଉପରେ କାର୍ଯ୍ୟକାରୀ କାରଯିବ

ମହିଳା ଜଣକଙ୍କର କମ୍ପ୍ଲେନ ପରେ ଉବର ଟିମ ତାଙ୍କୁ କହିଛନ୍ତି କି ଆପଣଙ୍କ ସହିତ ଜଲ୍ଦି ହିଁ ସେମାନେ ମେଲ ଦ୍ଵାରା ସମ୍ପର୍କ କରିବେ ଏବଂ ଆପଣଙ୍କ ସହିତ ହୋଇଥିବା ଅସୁବିଧା ପାଇଁ ଆମେ ଦୁଖିତ ଅଛୁ, ଜଲ୍ଦି ହିଁ ଏହା ଉପରେ କାର୍ଯ୍ୟକାରୀ କରାଯିବ । ଏହା ସହିତ ମହିଳା ଜଣକ କହିଛନ୍ତି କି ଦିଲ୍ଲୀ ପୁଲିସ ବି ଏହି ମାମଲାରେ ଚୁପଚାପ ଅଛନ୍ତି । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button