ରାଜ୍ୟ

ସ୍ଵାମୀ ସ୍ତ୍ରୀକୁ ଭିଡିଓ କଲ କରି କହିଲା – ‘ମୋ ସାମନାରେ ଏବେ ଏହି କାମ କର ଆଉ ତା ପରେ….’

ସ୍ଵାମୀ ସ୍ତ୍ରୀଙ୍କର ସମ୍ପର୍କ ବିଶ୍ଵାସ ଉପରେ ହିଁ ଗଢି ଉଠିଥାଏ । ବିଶ୍ଵାସ ଉପରେ ହିଁ ସ୍ଵାମୀ ସ୍ତ୍ରୀ ନିଜର ଜୀବନକୁ ପରସ୍ପର ସହିତ ବିତାଇ ଥାନ୍ତି । କିନ୍ତୁ ଏହି ବିଶ୍ଵାସ ଥରେ ଭାଙ୍ଗି ଗଲେ ଏହାକୁ ଯୋଡିବା ବହୁତ କଷ୍ଟ ଅଟେ । ଏହିଭଳି କିଛି ମାମଲା ୟୁପିର ଜୌନପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ୟୁପିର ଜୌନପୁର ଜିଲ୍ଲାର କେରାକତ ଥାନା କ୍ଷେତ୍ରର ପସେୱାଂ ଗ୍ରାମର ଏକ ସ୍ଵାମୀ ଦ୍ଵାରା ସ୍ତ୍ରୀକୂ ଏକ ଏମିତି କାମ କାରିବାକୁ ବାଧ୍ୟ କରାଗଲା, ଯାହା ପରେ ପୁରା ଜିଲ୍ଲାରେ ହଡକମ୍ପ ଖେଳି ଯାଇଛି ।

ଆର୍ଥିକ ରୂପରେ ସ୍ତ୍ରୀଙ୍କୁ କରୁଥିଲେ ପ୍ରତାଡିତ

ମିଡିୟା ରିପୋର୍ଟ ଅନୁସାରେ ରବିନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜର ସ୍ତ୍ରୀଙ୍କୁ ଆର୍ଥିକ ରୂପରେ ପ୍ରତାଡିତ କରୁଥିଲେ । ସ୍ତ୍ରୀ କିରଣଙ୍କର ପରିଜନ ମାନେ ବି ରବୀନ୍ଦ୍ରଙ୍କ ଉପରେ ଶାରୀରିକ ଯନ୍ତ୍ରଣା ଦେଉଥିବାର ବି ଆରୋପ ଲଗାଇଛନ୍ତି । ଏହା ପରେ ସେ ଭିଡିଓ କଲ ଜରିଆରେ ନିଜର ସ୍ତ୍ରୀ ଯେଉଁ କାମ କରିବା ପାଇଁ ବାଧ୍ୟ କରାଇଲା, ତାହା ଏକ ଜଘନ୍ୟ ଅପରାଧ ଅଟେ ।

ସ୍ତ୍ରୀଙ୍କୁ କରିଲେ ଭିଡିଓ କଲ

କୁହାଯାଉଛି କି ରବୀନ୍ଦ୍ର ନିଜର ସ୍ତ୍ରୀଙ୍କୁ ଭିଡିଓ କଲ କରି କହିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ କିରଣ ତୁମେ ମରି ନାହଁ ? ଏହା ପରେ ଲଗାତାର ସେ ଭିଡିଓ କଲ କରି କିରଣକୁ ପ୍ରତାଡିତ କରିବାକୁ ଲାଗିଲା । ଜୀବନ ଦେବା ପାଇଁ କହୁଥିଲା । କିରଣ ଭିଡିଓ କଲ କରୁଥିବା ସମୟରେ ହିଁ ବିଷ ଖାଇ ଦେଲେ । ଏହା ସତ୍ବେ ବି ରବୀନ୍ଦ୍ରଙ୍କର ଇଛା ପୁରା ହେଲା ନାହିଁ ସେ କହିଲେ କି ବର୍ତ୍ତମାନ ତୁମେ ବିଷ ଖାଇ ନେଲେ, ତେବେ କଲ କାଟିବ ନାହିଁ ଏବଂ ମୋ ସାମନାରେ ହିଁ ମରି ଯାଅ, ଯାହା ପରେ ବର୍ତ୍ତମାନ କିରଣଙ୍କର ମୁର୍ତ୍ୟୁ ହୋଇ ଯାଇଛି ।

ପୁଲିସ ଷ୍ଟେସନରେ ଦର୍ଜ ହୋଇଛି ଏଫେୟାର

ମାମଲା ଉଜାଗର ହେବା ପରେ କିରଣଙ୍କର ପରିଜନମାନେ ପୁଲିସ ଷ୍ଟେସନରେ ଏହି ଘଟଣାର ଏଫେୟାର ଦର୍ଜ କରିଛନ୍ତି, ଏହା ପରେ ପୁଲିସ ଅଧିକାରୀମାନେ ଏହି ମାମଲାକୁ ପୁରା ନିଷ୍ପକ୍ଷ ହୋଇ ଯାଞ୍ଚ କରିବେ ବୋଲି କହିଛନ୍ତି । କହିଦେଉଛୁ ଯେ ବର୍ତ୍ତମାନ ରବୀନ୍ଦ୍ର ଝାରଖଣ୍ଡରେ ରହୁଛି ଏବଂ ୟୁପି ପୁଲିସ ତାକୁ ଖୋଜୁଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button