ରାଜ୍ୟ

ସଫଳ ହେବାର ଅଛି ତ ହନୁମାନଙ୍କର ଏହି ତିନୋଟି କଥାକୁ ନିଶ୍ଚିତ ଆପଣାନ୍ତୁ, ଆପଣଙ୍କୁ ସଫଳ ହେବାରୁ କେହିବି ଅଟକାଇ ପାରିବେ ନାହିଁ, ଜାଣନ୍ତୁ ଓ ସେଆର କରନ୍ତୁ ସମସ୍ତଙ୍କ ସହିତ

ବର୍ତ୍ତମାନ ସମୟରେ ସମସ୍ତେ ସଫଳ ହେବାକୁ ଚାହୁଁଛନ୍ତି । ସେଥିପାଇଁ ସମସ୍ତେ ମନ୍ଦିର ଯାଇ ନିଜର ମନୋକାମାନକୁ ଭଗବାନ ନିକଟରେ ପ୍ରକାଶ କରନ୍ତି । କିନ୍ତୁ ହିନ୍ଦୁ ଧର୍ମର ଦେବା – ଦେବୀ ମଧ୍ୟରେ ହନୁମାନଙ୍କର ବ୍ୟକ୍ତିତ୍ଵ ବହୁତ ପ୍ରଭାବକାରୀ ଅଟେ । ଏବଂ ତାଙ୍କ ପାଇଁ କୌଣସି କାମ ବି ଅସମ୍ଭବ ନୁହେଁ । ସମସ୍ତ କାମକୁ ଭଗବାନ ହନୁମାନ ଦାୟିତ୍ଵର ସହ ନିଅନ୍ତି ଏବଂ ତାକୁ ପୂରଣ ମଧ୍ୟ କରିନ୍ତି ।

ଯଦି ସଫଳତା ପାଇବାର ଅଛି ତେବ ହନୁମାନଙ୍କର ଏହି ତିନୋଟି କଥାକୁ ନିଶ୍ଚିତ ଆପଣାନ୍ତୁ, ଏହା ଦ୍ଵାରା ଆପଣଙ୍କର ସଂଘର୍ଷ ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ ।

ସଫଳ ହେବା ପାଇଁ ହନୁମାନଙ୍କର ଏହି ତିନୋଟି କଥାକୁ ନିଶ୍ଚିତ ଆପଣାନ୍ତୁ

ସବୁ କାମକୁ ନିଷ୍ଠାର ସହିତ କରିବା ଉଚିତ

ହନୁମାନଙ୍କର ସବୁଠୁ ବଡ ଖାସ କଥା ଏହା ଅଟେ କି ସେ କୌଣସି କାମକୁ ଛୋଟ କିମ୍ବା ବଡ ଭାବନ୍ତି ନାହିଁ । ଆପଣଙ୍କୁ କୌଣସି ବି କାମ ଦିଆଯାଉ ନାହିଁ କାହିଁକି ତାହାକୁ ପୁରା ନିଷ୍ଠାର ସହ କରିବା ଉଚିତ । ସେ ପୁଣି ସୀତା ମାତା ଖୋଜିବା ହେଉ କିମ୍ବା ଲକ୍ଷ୍ମଣଙ୍କ ପାଇଁ ଜଡୀ ବୂଟୀ ଆଣିବାର କାମ ବି ହେଉ ନା ହିଁ କାହିଁକି ।

ସଫଳତା ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡିବ

ଏମିତି କୁହାଯାଏ କି ସଂଘର୍ଷ ହିଁ ଜୀବନ ଅଟେ । ଏହି କଥା ହନୁମାନଙ୍କ ଠାରୁ ଜାଣି ପାରିବେ । ସେ କେବେ ବି ସଂଘର୍ଷ କରିବା ଠାରୁ ପଛକୁ ଫେରି ନାହାନ୍ତି । ମାତା ସିତାଙ୍କୁ ଖୋଜିବା ସମୟରେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥିଲା । ମାତା ସୀତାଙ୍କୁ ଖୋଜିବା ସମୟରେ ସେ ଯେତେବେଳେ ସାଗର ତଟକୁ ଯାଇ ପହଞ୍ଚିଲେ ସେତେବେଳେ ସେ ଜାଣି ପାରିଲେ ନାହିଁ କି ସେ କେମିତି ଏହି ସାଗରକୁ ପାର କରିବେ ।

ତେବେ ସେ ଅନ୍ନ ଏବଂ ଜଳ ତ୍ୟାଗ କରିଦେଇଥିଲେ । କାରଣ ତାଙ୍କୁ ଖାଲି ହାତରେ ଫେରିବା ମଞ୍ଜୁର ନଥିଲା ସେଥିପାଇଁ ତାଙ୍କୁ ନିଜର ଜୀବନ ହିଁ ନା କାହିଁକି ତ୍ୟାଗ କରିବାକୁ ପଡିଥାଏ ।

ସଫଳତା ପାଇଁ ଲକ୍ଷ ଜରୁରୀ

ଲକ୍ଷ ସଫଳତାରେ ବହୁତ ଅହମ ହୋଇଥାଏ । ଯଦି ଆପଣଙ୍କର କୌଣସି ଲକ୍ଷ ନାହିଁ ତେବେ ଆପଣଙ୍କୁ ସଫଳତା ମିଳିବ ନାହିଁ । ହନୁମାନଙ୍କ ଠାରୁ ଆମକୁ ଏହି ଶିକ୍ଷା ମିଳେ କି ତାଙ୍କର ଗୋଟିଏ ମାତ୍ର ଲକ୍ଷ ଥିଲା କି ଭଗବାନ ରାମଙ୍କର ସେବା କରିବା । ସେଥିପାଇଁ ଭଗବାନ ରାମଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ କାମକୁ ସେ କୌଣସି ବି ପ୍ରକାରରେ ପୁରା କରୁଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button