ରାଜ୍ୟ

ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ଯାଜପୁର: ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଦଶରଥପୁର ଥାନା ମଲିକାପୁର ନିକଟ ନଦୀପଠାରୁ ଉଦ୍ଧାର ହୋଇଥିବା ସୂଚନା । ମୃତକ ଜଣକ ସ୍ଥାନୀୟ ମହାନ୍ତିପଡାର ବୋଲି ଜଣାପଡିଛି । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଙ୍ଗାଲୁରୁରେ ରହୁଥିଲେ ମାତ୍ର ୫ ଦିନ ହେଲା ଘରକୁ ଆସିଥିଲେ ।

କାନାରା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button