ରାଜ୍ୟ
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ – Ibnodisha
[ad_1]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ । ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି । କାଲି ରାତି ସାଢେ ୧୦ରେ ପୁଅ ହେଲା ବୋଲି ସୂଚନା ଦେଇଥିଲେ । ମାତ୍ର ଫଟୋ ଉଠାଇବା ବେଳେ ଝିଅ ହୋଇଥିବାର ଦେଖିଲେ । ଡିଏନେଏ ଟେଷ୍ଟ ହେଉ, ରିପୋର୍ଟ ନଆସିବା ଯାଏଁ ମା ଛୁଆଙ୍କୁ ନେବିନି ବୋଲି କହିଛନ୍ତି ସେହି ବ୍ୟକ୍ତି ଜଣଙ୍କ ।
ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି ଜଣକ । ଅଭିଯୋଗକୁ ଗ୍ରୟଣ କରି ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ଦ୍ଦେଶକ । ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଦରକାର ପଡିଲେ ଡିଲନେଏ ଟେଷ୍ଟ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ ।
[ad_2]