ରାଜ୍ୟ

Vastu Shastra- ଘର ପରିବାରକୁ ବର୍ବାଦ କରିଦିଏ ମହିଳାଙ୍କର ଏହି 2 ଟି କାମ, ସେହି ଘରେ କେବେ ବି ରୁହନ୍ତି ନାହିଁ ମା’ ଲକ୍ଷ୍ମୀ, କଣ ଆପଣଙ୍କ ଘରେ ହେଉଛି ଏମିତି କାମ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ମହିଳା ମାନଙ୍କର କିଛି ଏଭଳି ଖରାପ ଅଭ୍ୟାସ ସମ୍ବନ୍ଧରେ ଯାହା ଦ୍ୱାରା ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସେହି ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ । ପ୍ରତ୍ୟେକ ଘରର ଝିଅ ଅଥବା ସ୍ତ୍ରୀ ସେହି ଘରର ଲକ୍ଷ୍ମୀ ଅଟେ । ସେ ଚାହିଁଲେ ଘରକୁ ସ୍ୱର୍ଗ କରି ପାରିବ ଏବଂ ସେ ଚାହିଁଲେ ଘରକୁ ନର୍କ ମଧ୍ୟ କରିଦେବ ।

ପ୍ରତ୍ୟେକ ମହିଳା ନିଜର ଭଲ ଅଭ୍ୟାସ ଦ୍ଵାରା ଘରକୁ ମନ୍ଦିର ସଦୃଶ ରଖିଥାଏ । ନିଜର ଭଲ ଗୁଣ ତଥା ଅଭ୍ୟାସ ଦ୍ବାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ସେହି ଘରେ ସର୍ବଦା ହସଖୁସିର ବାତାବରଣ ସୃଷ୍ଟି ହୋଇଥାଏ । କେବେବି ଦାରିଦ୍ର୍ୟତା ଦେଖିବାକୁ ମିଳିନଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ସର୍ବଦା ବାସ କରିଥାନ୍ତି । କୌଣସି ମହିଳା ନିଜର ମନ୍ଦ ଅଭ୍ୟାସ ଦ୍ଵାରା ଘରକୁ ନର୍କ ସଦୃଶ କରି ଦେଇଥାଏ

ମହିଳା ମାନଙ୍କ ମନ୍ଦ ଅଭ୍ୟାସ ଦ୍ଵାରା ସେହି ଘରେ ସର୍ବଦା ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହି କାରଣରୁ ସେହି ଘରେ ପ୍ରାୟ ସମୟ ଆର୍ଥିକ ଅଭାବ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ତାର ସ୍ତ୍ରୀ ର ହାତ ରହିଥାଏ । ଜଣେ ମହିଳା ସ୍ତ୍ରୀ, ମାଆ ଏବଂ ଝିଅ ରୂପରେ ଘରର ଲକ୍ଷ୍ମୀ ସାଜିଥାଏ ଏବଂ ନିଜର ଭଲ ଗୁଣ ତଥା ଅଭ୍ୟାସ ଦ୍ୱାରା ଘରକୁ ଧନଧାନ୍ୟ ରେ ପୂର୍ଣ୍ଣ କରିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଖରାପ ଅଭ୍ୟାସ ସମ୍ବନ୍ଧରେ କହିବୁ ଯାହାକୁ କୌଣସି ମହିଳା କରିବା ଆଦୋୖ ଉଚିତ ହୋଇନଥାଏ । ଏପରି କରିବା ଦ୍ୱାରା ସେହି ଘରେ ଆର୍ଥିକ ଅଭାବ ସୃଷ୍ଟି ହୋଇଥାଏ ଏବଂ ପରିବାରର ସଦସ୍ୟ ତଥା ତାଙ୍କ ଜୀବନସାଥୀ ବିଭିନ୍ନ ପ୍ରକାର ଅସୁବିଧା ର ସମୁଖୀନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ସେହି ଖରାପ ଅଭ୍ୟାସ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯେଉଁ ଘରର ମହିଳା ଝାଡ଼ୁ କୁ ପାଦରେ ଲଗାଇଥାନ୍ତି କିମ୍ବା ଝାଡ଼ୁ କୁ ନାତ ମାରିଥାନ୍ତି ସେହି ଭଳି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । କାରଣ ଝାଡ଼ୁ ହେଉଛି ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ ଏବଂ ଏହାର ଅନାଦର ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ କେବେବି ସେହି ଘରେ ବାସ କରନ୍ତି ନାହିଁ । ଏହାଦ୍ବାରା ଘରେ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ ।

୨. ଯେଉଁ ଘରର ମହିଳା ରୋଷେଇ ଘରେ ଗ୍ୟାସ ଉପରେ ତାୱା ବା କଢ଼େଇ ରଖିଥାନ୍ତି ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଏହା ଘରର ଦୁଃଖ ର କାରଣ ହୋଇଥାଏ । ଏହା ସହିତ ଅଇଁଠା ବାସନ କୁ ନ ମାଜି ରାତିରେ ରଖି ଶୋଇବା ଦ୍ୱାରା ଏହା ଦାରିଦ୍ର୍ୟତା କୁ ନିମନ୍ତ୍ରଣ କରିଥାଏ ।

୩. ଯେଉଁ ଘରର ମହିଳା ମାନେ ଘରର ଦ୍ଵାର କବାଟ କୁ ଗୋଇଠା ମାରି ଖୋଲିଥାନ୍ତି ତେବେ ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରେ ଦାରିଦ୍ର୍ୟତା ଦେଖା ଯାଇଥାଏ । ଏହା ସହିତ ଯେଉଁ ଘରର ମହିଳା ମାନେ ଘରର ମୁଖ୍ୟ ଦ୍ୱାର ବନ୍ଧ ରେ ବସି ଖାଇଥାନ୍ତି ତେବେ ତାହା ଘରର ବର୍ବାଦୀ ର କାରଣ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button