ରାଜ୍ୟ
-
ଗଞ୍ଜାମ ତାରାତାରିଣୀ ମନ୍ଦିରରୁ ଚୋରି
ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ ଚୋରି, ରାହାଜାନୀ, ଲୁଟପାଟ୍ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ଲୁଟ୍ ତ କରୁଛନ୍ତି ଠାକୁରଙ୍କୁ ବି ଛାଡୁନାହାନ୍ତି। ଗଞ୍ଜାମ…
Read More » -
ଶୁଣିଲେନି ସରକାର, ରାସ୍ତାକୁ ଓହ୍ଲାଇଲେ ଜନତା: ମୌଳିକ ସୁବିଧା ଦାବିରେ ରାସ୍ତାରୋକ
ଫୁଲବାଣୀ: ସରକାର ଶୁଣିଲେନି, ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲେ ସାଧାରଣ ଜନତା। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ତାଯୁଙ୍ଗିଆ…
Read More » -
ପୁଣି ରାଗିଂ ଅଭିଯୋଗ: ସିନିୟରଙ୍କ ମାଡରେ ଜୁନିୟର ଲହୁଲୁହାଣ
କେନ୍ଦୁଝର : କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ମଙ୍ଗଳବାର ରାତିରେ କିଛି ସିନିୟର ଛାତ୍ର ହଷ୍ଟେଲ ଭିତରେ ପଶି ଜଣେ ଜୁନିୟର ଛାତ୍ରଙ୍କୁ…
Read More » -
ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ୍
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବିରୋଧରେ ସ୍ଵର ତୀବ୍ର ହେବା ପରେ ଏଭଳି ଶାସ୍ତ୍ର ବିରୋଧୀ ନିଷ୍ପତ୍ତିରୁ ଓହରି ଯାଇଛି ଇସ୍କନ୍। ଆଗାମୀ ୯ ତାରିଖରେ…
Read More » -
ପଦ୍ମ ଧରିଲେ ସୁନନ୍ଦା ଦାସ
ଭୁବନେଶ୍ବର : ପଦ୍ମ ଧରିଲେ ସୁନନ୍ଦା। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା…
Read More » -
ୱାର୍ଲ୍ଡ ଟୁରିଜିମ ମାର୍କେଟରେ ଝଲସିଲା ଓଡ଼ିଶା ପର୍ଯ୍ୟଟନ
ଭୁବନେଶ୍ୱର: ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଏକ୍ସେଲ ସେଣ୍ଟରରେ ଅନୁଷ୍ଠିତ ୱାର୍ଲ୍ଡ ଟୁରିଜିମ ମାର୍କେଟ(ଡବ୍ଲ୍ୟୁଟିଏମ)-୨୦୨୪ରେ ଓଡ଼ିଶା…
Read More » -
ହିତାଧିକାରୀ ପିଛା ୧୫ କିଲୋ ଲେଖାଏଁ ୩ ମାସର ଚାଉଳ ଆଗୁଆ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ…
Read More » -
ଛାତ୍ରଛାତ୍ରୀଙ୍କୁ ଆସୁଛି ସାଇବର ଠକଙ୍କ ଫୋନ କଲ୍, ଅଧ୍ୟକ୍ଷକଙ୍କ ନାଁ ନେଇ ମାଗୁଛନ୍ତି ଟଙ୍କା
କନ୍ଧମାଳ : ଛାତ୍ରଛାତ୍ରୀଙ୍କୁ ଆସୁଛି ସାଇବର ଠକଙ୍କ ଫୋନ କଲ୍ । ଅଧ୍ୟକ୍ଷକଙ୍କ ନାଁ ନେଇ ମାଗୁଛନ୍ତି ଟଙ୍କା । ପରୀକ୍ଷାରେ ଅଧିକ ନମ୍ବର ଦେବାକୁ କହୁଛନ୍ତି।…
Read More » -
କନ୍ଧମାଳ ଆମ୍ଵ ଟାକୁଆ ଖାଇ ମୃତ୍ୟୁ ଘଟଣା : ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି
ଭୁବନେଶ୍ବର ୬।୧୧: କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି । ଆଦିବାସୀ ମାନଙ୍କୁ…
Read More » -
ପିଡିଏସ୍ ଚାଉଳ ବଣ୍ଟନ ଅନିୟମିତତା : ୧୦ ଘଣ୍ଟା ପରେ ମୁକୁଳିଲେ ଅଧିକାରୀ
ବେତନଟୀ : ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ନଡ଼ପୁର ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ ସହ ଶନିବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ବ୍ଲକ…
Read More »