IBN ଓଡ଼ିଶା ବ୍ୟୁରୋ
-
କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତା ୩% ବଢ଼ିଲା
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗାଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More » -
ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ସାଇନିଙ୍କ ଶପଥ ଆଜି
ନୂଆଦିଲ୍ଲୀ: ହରିୟାଣାରେ ଆଜି ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ନାୟବ ସିଂହ ସାଇନି ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଲଗାତାର ଦ୍ବିତୀୟ…
Read More » -
ରବି ଫସଲର ସହାୟକ ମୂଲ୍ୟ ବୃଦ୍ଧି: ଗହମ ୧୫୦ ଟଙ୍କା, ସୋରିଷ ୩୦୦ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି (ଏମ୍ଏସ୍ପି) ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…
Read More » -
ବହରାଇଚ୍ ହିଂସା ୫୨ ଗିରଫ: ଇଣ୍ଟରନେଟ୍ ବନ୍ଦ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଅକ୍ଟୋବର ୧୩ ତାରିଖରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ୫୦ରୁ ଅଧିକ ଗିରଫ ହୋଇଛନ୍ତି। ପରିସ୍ଥିତିରେ ସୁଦ୍ଧାର ଆସୁଥିଲେ ମଧ୍ୟ ବହରାଇଚର…
Read More » -
ଟ୍ରୁଡୋଙ୍କ କାର୍ଯ୍ୟାଳୟ ସହ ସଂପର୍କରେ ରହିଛି: ପନ୍ନୁ
ଟରଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଜି ସ୍ୱୀକାର କରିଛି ଯେ ତା’ର ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ…
Read More » -
ଜାକିର ନାଏକର ଆବେଦନ ନେଇ ସୁପ୍ରିମକୋର୍ଟରେ ଉଠିଲା ଗମ୍ଭୀର ପ୍ରଶ୍ନ
ନୂଆଦିଲ୍ଲୀ: ପଳାତକ ଅପରାଧୀ ତଥା ଇସ୍ଲାମିକ ପ୍ରଚାରକ ଜାକିର ନାୟକ ୨୦୧୨ରେ ହିନ୍ଦୁମାନଙ୍କ ଧାର୍ମିକ କାର୍ଯ୍ୟକ୍ରମ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲା। ଏ ବାବଦରେ ବିଭିନ୍ନ ରାଜ୍ୟରେ…
Read More » -
ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ: ଶିମିଳିପାଳରୁ ପହଞ୍ଚିଲେ ସ୍ବତନ୍ତ୍ର ଟିମ୍
ବେଲଗୁଣ୍ଠା: ଦୁଇମାସ ପରେ ପୁଣି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ। ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର…
Read More » -
ଏକନାଥ ସିନ୍ଦେ ହିଁ ମହାୟୁତି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଆଜି କହିଛନ୍ତି, ମହାୟୁତି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର କିଛି ଆବଶ୍ୟକତା ନାହିଁ। କାରଣ ମୁଖ୍ୟମନ୍ତ୍ରୀ ଏଠାରେ ଅଛନ୍ତି।…
Read More » -
ପୁଣି ୨ ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ଭାରତରେ ନାଗରିକ ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଆସୁଥିବା ମିଛ କଲ୍, ସୋସିଆଲ ମିଡିଆ ପୋଷ୍ଟ୍ ଓ ଧମକପୂର୍ଣ୍ଣ ଇ-ମେଲ୍ ଯୋଗୁଁ…
Read More » -
ବୟସ ଅନୁସାରେ ଆପଣଙ୍କୁ କେତେ ଷ୍ଟେପ୍ ଚାଲିବା ଉଚିତ? ଜାଣନ୍ତୁ ଡାକ୍ତର କଣ କହୁଛନ୍ତି
ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯୁବକମାନେ ସବୁଠାରୁ ଅଧିକ ଶିକାର ହୋଇଛନ୍ତି । କୋଭିଡ୍ ଅବଧି ପରଠାରୁ, ଗୋଟିଏ…
Read More »