ରାଜ୍ୟ

କୋରାପୁଟରେ ଭୂସ୍ଖଳନ ଯୋଗୁଁ ଏହି ସବୁ ଟ୍ରେନ ସେବା ପ୍ରଭାବିତ – Ibnodisha

[ad_1]

ଭୁବନେଶ୍ୱର: ପୂର୍ବତଟ ରେଳପଥର କୋଟ୍ଟଭଲସା – କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି।

୦୧. ରାଉରକେଲା ଠାରୁ ୨୭ & ୨୮.୦୯.୨୦୨୩ ରେ ଛାଡିବାକୁ ଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ।

୦୨. ଜଗଦଳପୁରରୁ ୨୮ ଏବଂ ୨୯.୦୯.୨୦୨୩ ରେ ଛାଡ଼ିବାକୁଥିବା ୧୮୧୦୮ ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଳପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

୦୩. ଭୁବନେଶ୍ୱରରୁ ୨୭ ଏବଂ ୨୮.୦୯.୨୦୨୩ ରେ ଛାଡ଼ିବାକୁଥିବା ଭୁବନେଶ୍ୱର-ଜଗଦଳପୁର ହିରାଖଣ୍ଡ ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ।

୦୪. ଜଗଦଲପୁରରୁ ୨୮ ଏବଂ ୨୯.୦୯.୨୦୨୩ ରେ ଛାଡିବାକୁ ଥିବା ୧୮୪୪୮ ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଲପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button