ରାଜ୍ୟ

ଅଗ୍ନି – ୫ର ପରୀକ୍ଷଣ – Ibnodisha

[ad_1]

ବାଲେଶ୍ୱର : ଅବଦୁଲ କଲାମ ଦ୍ୱୀପରେ ଅଗ୍ନି – ୫ର ପରୀକ୍ଷଣ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ । ୨୫ ତମ ଭର୍ସନର ପରୀକ୍ଷଣ , ୫ ହଜାର କିମି ଲକ୍ଷ୍ୟଭେଦ କ୍ଷମତା । ୧.୫ ଟନ ଓଜନର ଅଣୁ / ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି । ପରୀକ୍ଷଣ ନେଇ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି – ୫ ମିଜାଇଲ୍ । ଡିଆର୍‌ଡିଓ ବୈଜ୍ଞାନିକଙ୍କ ମିଶନ ଦିବ୍ୟାସ୍ତ୍ର ପାଇଁ ଗର୍ବିତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button