ରାଜ୍ୟ

ଗ୍ୟାସ ଲିକ୍‌ରୁ ଲାଗିଲା ନିଆଁ, ୫ ଗୁରୁତର – Ibnodisha

[ad_1]

ଭୁବନେଶ୍ୱର: ଗ୍ୟାସ ଟାଙ୍କି ଲିକ୍‌ରୁ ଲାଗିଲା ନିଆଁ । ଏହି ଅଟଣରେ ୫ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଘଟଣ ଯାଜପୁରରେ ଘଟିଛି । ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୫ଜଣ ଗୁରୁତରଙ୍କ ମଧ୍ୟରୁ ୨ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଠାକୁର ଘରେ ଦୀପ ଲଗାଇବା ବେଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button