ଦେଶ
ଭୂକମ୍ପରେ ଥରିଲା ମେଘାଳୟ – Ibnodisha

[ad_1]

ନୂଆଦିଲ୍ଲୀ: ହଠାତ୍ ଥରିଲା ମେଘାଳ । ମେଘାଳ ଗାରୋହ୍ୱିଲ୍ସରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ଥିବାବେଳେ ଏନେଇ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ । ତେବେ ହଠାତ୍ ଭୟଙ୍କର ଶବ୍ଦ ସାଙ୍ଗକୁ ଥରି ଉଠିଥିଲା ବୋଲି ଲୋକେ ଭୂୟଭିତ ହୋଇପଡିଥିଲେ । ସମସ୍ତେ ନିଜ ନିଜ ଘରୁ ପଦାକୁ ବାହାରି ଆସିଥିଲେ ।
The post ଭୂକମ୍ପରେ ଥରିଲା ମେଘାଳୟ appeared first on ONA KHABAR.
[ad_2]




