ରାଜ୍ୟ

ୟୁର୍ଟନ ବେଳେ ସ୍କୁଟିକୁ ପଛରୁ ପିଟିଲା କାର – Ibnodisha

[ad_1]

ଭୁୁବନେଶ୍ୱର: ୟୁ-ଟର୍ନ ମାରୁଥିଲା ସ୍କୁଟି, ଏତିକି ବେଳେ ପଉରୁ ଆସି ଏକ କାର ପିଟିଦେଲା । ଆଉ ଘଟିଲା ଭୟଙ୍କର ଦୁର୍ଘଟଣା । ପୁରା କାର ଏବଂ ସ୍କୁଲ ଭାଙ୍ଗି ଚୁରମାର ହୋଇଥିଲାବେଳେ ସ୍କୁଟି ଚାଳକଙ୍କ ମୁଣ୍ଡରେ ଗମୀର ଆଘାତ ଲାଗିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଭୁବନେଶ୍ୱରର ଉତ୍କଳ ହସ୍‌ପିଟାଲ୍‌ ନିକଟରେ ଘଟିଛି । କ ସ୍କୁଟି ଓ କାର୍ ମଧ୍ୟରେ ହୋଇଛି ଧକ୍କା। ଏଥିରେ ସ୍କୁଟି ଚାଳକ ଓ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟିଟି ୟୁ ଟର୍ନ ନେଉଥିବା ବେଳେ କାର୍‌ଟି ଏହାକୁ ପଛ ପଟୁ ପିଟି ଦେଇଥିଲା। କାର୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍କୁଟିଟି ଚୁରମାର ହୋଇଯାଇଛି। କାରର ସମ୍ମୁଖ ଭାଗ ମଧ୍ୟ ନଷ୍ଟ ହୋଇଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button