ଦେଶ
ଟିଡିପି ନେତା ସତ୍ୟନାରାୟଣ ମୂର୍ତ୍ତି ଗିରଫ – Ibnodisha

[ad_1]
ନୂଆଦିଲ୍ଲୀ: ଟିଡିପି ନେତା ସତ୍ୟନାରାୟଣ ମୂର୍ତ୍ତି ଗିରଫ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଏବଂ ମହିଳା ମନ୍ତ୍ରୀ ଆର.କେ ରୋଜାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ସତ୍ୟନାରାୟଣ ମୂର୍ତ୍ତି । ର୍ବତନ ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ବ୍ୟାପକ ପୁଲିସ ନିୟୋଜିତ ଥିଲେ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାଗରା ପାଲେମ ପୁଲିସ ଷ୍ଟେସନରେ ମୁର୍ତ୍ତୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଗୁଣ୍ଟୁର ପୋଲିସର ଏକ ଟିମ୍ ଗତକାଲି ରାତିରେ ମୁର୍ତ୍ତୀଙ୍କ ବାସଭବନରେ ପହଞ୍ଚି ନୋଟିସ ଜାରି କରି ତାଙ୍କୁ ଗିରଫ କରିଛି।
[ad_2]




