ରାଜନୀତି

ବିଜେଡି ପାଖରେ ଉତ୍ତର ନାହିଁ, ନେତାଙ୍କୁ ପାଗଳ କହୁଛନ୍ତି: ଅପରାଜିତା – Ibnodisha

[ad_1]

ଭୁବନେଶ୍ୱର: କାହିକି ଚୁପ ବିଜେଡି । ରହସ୍ୟମୟୀ ମହିଳାଙ୍କୁ ନେଇ ଉତ୍ତର ଦେଇପାରୁନି ଦଳ । ଆଉ ନେତାଙ୍କୁ ପାଗଳ କହୁଛି , ଏମିତି କହି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ନେତାଙ୍କୁ ପାଗଳ କହୁଛନ୍ତି। ମହିଳାଙ୍କୁ ନେଇ ବିଜେଡିର ଅସମ୍ଭବ ନୀରବତାକୁ ନେଇ ଝଡ ଦେଖାଦେଇଥିବା ବେଳେ ସୋଶାଲ ମିଡିଆରେ ପ୍ରଶ୍ନ କରି ସରକାରଙ୍କୁ ଟାଣିଲେ ଅପରାଜିତା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button