ଅପରାଧ

ମମିତା ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବି କଲେ ମା’ – Ibnodisha

[ad_1]

ଭୁୁବନେଶ୍ୱର: ବହୁ ଚିର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା । ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ ମମିତାଙ୍କ ମା । ସତ ପଦାକୁ ଆସିବା ପାଇଁ ସିବିଆଇ ତଦନ୍ତ ହେଉ ବୋଲି କହିଲେ ମମିତାଙ୍କ ମା ତୁଳସୀ । ଝିଅ ଘରୁ ଅକ୍ଟୋବର ୮ରେ ବାହାରିଥିଲା । ଆଉ ଏହି ଘଟଣାକୁ ଆଜିକୁ ୨ ବର୍ଷ ପୁରିଲାଣି । କିନ୍ତୁ ଜଣେ ଅଭିଯୁକ୍‌ତ ତଡପି ତଡପି ମରିଥିବାରୁ ଆମକୁ ଖୁସି ଲାଗୁଛି । ଆଉ ଜଣେ ଅଭିଯୁକ୍ତ ଅଛି, ତାଙ୍କୁ ଫାଶି ହେବା ଦରକାର ବୋଲି କହିଛନ୍ତି ମମିତାଙ୍କ ମା । କଣ୍ଟାବାଂଜୀ ଝରନୀ ସ୍ଥିତ ମମିତାଙ୍କ ପରିବାରକୁ ଭେଟିଲା ବିଜେପି ଟିମ୍ । ମମିତାଙ୍କ ପରିବାରକୁ ଭେଟିଲେ ବିଜେପି ସଭାପତି ମନମୋହନ ସାମଲ । ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେଭି ସିଂଦେଓ ମଧ୍ୟ ଭେଟିଥିଲେ । ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାିତ୍ୱ ହସ୍ତାନ୍ତର ହେଉ ବୋଲି କହିଛନ୍ତି ମନମୋହନ । ଏଯାବତ୍ ପ୍ରଭାବଶାଳୀ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନି । ସରକାର ସିବ  ିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଲେ ଅନ୍ୟପନ୍ଥା ଗ୍ରହଣ କରିବୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button