ଖେଳ

ଧର୍ମଶାଳାରେ ହେବ ହାଇଭୋଲଟେଜ୍ ଫାଇଟ୍ – Ibnodisha

[ad_1]

ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ହେବ । ଦିନ ସାଢ଼େ ୧୦ଟାରୁ ଏହି ମ୍ୟାଚ ଆରମ୍ଭ ହେବ ଧର୍ମଶାଳାରେ । କାଗଜ କଲମରେ ଇଂଲଣ୍ଡ ଟିମ୍ ହେଉଛି ବାଂଲାଦେଶଠାରୁ ଶକ୍ତିଶାଳୀ କିନ୍ତୁ ଇଂଲଣ୍ଡ ନିଜର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି ।

ସେପଟେ ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଆଜି ୨ଟାରୁ ଏହି ମ୍ୟାଚ ଆରମ୍ଭ ହେବ ।ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନେଦରଲାଣ୍ଡକୁ ପରାସ୍ତ କରିଛି ।ସେପଟେ ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଯାଇଛି ।ତେଣୁ ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button