ଖେଳ

୨୦୨୬ ଫିଫା ବିଶ୍ୱକପ୍ ପାଇଁ କ୍ରୀଡାସୂଚୀ ଜାରି – Ibnodisha

[ad_1]

ଈୁବନେଶ୍ୱର: ୨୦୨୬ ଫିଫା ବିଶ୍ୱକପ୍ ପାଇଁ କ୍ରୀଡାସୂଚୀ ଜାରି ହୋଇଛି । ମେକ୍ସିକୋ ସିଟିରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ୨୦୨୬ ଜୁଲାଇ ୧୯ରେ ନ୍ୟୁଜର୍ସିରେ ହେବ ଫାଇନାଲ୍ । ଆମେରିକା, କାନାଡା, ମେକ୍ସିକୋରେ ଖେଳାଯିବ ଟୁଣ୍‌ର୍ଣାମେଣ୍ଟ । ୩ ଦେଶର ୧୬ ସହରରେ ଖେଳାଯିବ ୧୦୪ଟି ମ୍ୟାଚ୍ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪୮ଟି ଦଳ ଭାଗ ନେବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button