ଦେଶ
ଏଲଆଇସିକୁ ୩୬,୮୪୪ ଟଙ୍କା ଜୋରିମାନା – Ibnodisha

[ad_1]
ନୂଆଦିଲ୍ଲୀ : ଜିଏସ୍ଟି କର୍ତ୍ତୃପକ୍ଷ ଏଲଆଇସି (ଭାରତୀୟ ଜୀବନ ବୀମା କର୍ପୋରେସନ) ବିରୋଧରେ ୩୬,୮୪୪ ଟଙ୍କାର ଜୋରିମାନା ଲାଗୁ କରିଥିବା ଜଣାପଡିଛି । ପ୍ରସ୍ତାବିତ ୧୮ ପ୍ରତିଶତ ପରିବର୍ତ୍ତେ ଜମ୍ମୁ କଶ୍ମୀରର ଶ୍ରୀନଗରସ୍ଥିତ ଏଲଆଇସି କାର୍ଯ୍ୟାଳୟ ୧୨ ପ୍ରତିଶତ ହାରରେ ଜିଏସ୍ଟି ଦାଖଲ କରିଥିବା କୁହାଯାଇଛି । ତେଣୁ ଅବଶିଷ୍ଟ ୬ ପ୍ରତିଶତ ଏବଂ ସୁଧକୁ ମିଶାଇ ୩୬,୮୪୪ ଟଙ୍କା (ଜିଏସ୍ଟି-୧୦,୪୬୨, ଜୋରିମାନା-୨୦,୦୦୦ ଏବଂ ସୁଧ-୬୩୮୨) ଦାଖଲ କରିବାକୁ ଏଲଆଇସିକୁ ନିର୍ଦ୍ଦେଶ ଦିଆଯାଇଛି ।
ଆରଜେଡି ସାଂସଦଙ୍କ ଘରେ ଆୟକର ଚଢଉ
[ad_2]