ଅପରାଧ
ମିଶନ ଶକ୍ତି ବିପିସିଙ୍କୁ ଆକ୍ରମଣ : ୫ ଅଟକ – Ibnodisha

[ad_1]
ବଲାଙ୍ଗିର : ମିଶନ ଶକ୍ତି ବିପିସିଙ୍କୁ ଆକ୍ରମଣ ଘଟଣାରେ ୫ ଅଟକ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ୫ ସମର୍ଥକ ଅଟକ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ଫେରାର ଥିବା ସୂଚନା । ୧୦ ତାରିଖରେ ଗୁଡଭେଲା ବ୍ଲକ ଅଫିସରେ ଆକ୍ରମଣ ହୋଇଥିଲା । ଏନେଇ ତୁଷୁରା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।
ଗେଣ୍ଡୁ ଗଛ ପାଇଁ ନାବଳିକାଙ୍କୁ ହତ୍ୟା
[ad_2]