ରାଜନୀତି

ଲଢ଼େଇ ହେବ, ଶହେ ଶହେରେ ହେବ’ ଜନ୍ତ ଷଡଙ୍ଗୀ – Ibnodisha

[ad_1]

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପୁରୀରୁ ଲଢ଼ୁଥିବା ସୂଚନାରେ ବଡ଼ ପ୍ରତିକ୍ରିୟା ରଖିଲେ ପୁରୀ ବିଜେପି ବିଧାୟକ ଜନ୍ତ ଷଡଙ୍ଗୀ । ପୁରୀରୁ ମୁଖ୍ୟମନ୍ତ୍ରୀ ଲଢ଼ିଲେ କିଛି ଫରକ ପଡିବନି । ଲଢ଼େଇ ହେବ, ଭୋଟର ଯାହା ଫାଇନାଲ କରିବେ । ପୁରୀ ଲୋକ ସ୍ୱାଭିମାନୀ, ହାୱାରେ ଉଡିଯିବେନି । ପୁରୀ ଲୋକ ତାଙ୍କ ଅଞ୍ଚଳର ଲୋକଙ୍କୁ ହିଁ ଚାହିଁବେ । ସେମାନେ ଅଭିଯୋଗ କରିବାକୁ ଭୁବନେଶ୍ୱର ଯିବାକୁ ଚାହିଁବେନି । ନବୀନ ଏଠୁ ଲଢ଼ିଲେ କୋର କିଛି ଡର ନାହିଁ ବୋଲି କହିଲେ ଜୟନ୍ତ । ଲଢ଼େଇ ହେବ, ଶହେ ଶହେରେ ହେବ ବୋଲି କହିଲେ ଜୟନ୍ତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button