ଅପରାଧ
ମାରି କେନାଲରେ ଫିଙ୍ଗିଦେଲେ! – Ibnodisha
[ad_1]
ଭୁୁବନେଶ୍ୱର: କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମାଧପୁର ପଞ୍ଚାୟତ ଅଣକା ସାହି ନିକଟ କେନାଲରୁ ଉଦ୍ଧାର । ମୃତ ଯୁବକ ଅଣକା ସାହିର, ସେ ୨ ଦିନ ତଳୁ ନିଖୋଜ ଥିଲେ । ହତ୍ୟା ଅଭିଯୋଗ ଆଣିଲେ ଯୁବକଙ୍କ ପରିବାର ଲୋକ । ତେବେ କିଏ ଏବଂ କେମିତି ,ଭଳି କାଣ୍ଡ ଭିଆଇଲା । ଏହା ହତ୍ୟାକାଣ୍ଡ ନା ନିଜେ ଜୀବନ ହାରିଛନ୍ତି ଯୁବକ, ଏହାର କାରଣ ଅସ୍ପଷ୍ଟ ଥିଲାବେଳେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
The post ମାରି କେନାଲରେ ଫିଙ୍ଗିଦେଲେ! appeared first on ONA KHABAR.
[ad_2]