ରାଜ୍ୟ
ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣା, ୨୭ ବର୍ଷ ପରେ ରାୟ ପ୍ରକାଶ – Ibnodisha

[ad_1]
ଭୁୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ । ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷ ପରେ ଆସିଲା ରାୟ । ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଆଜୀବନ ସଜ୍ଜା ଦେଇଛନ୍ତି ଏଡିଜେ-୨ । ଦୋଷୀ ଚିତ୍ତରଞ୍ଜନ, ରୁଦ୍ର ନାରାୟଣ ଓ ଜିତୁଙ୍କୁ ଆଜୀବନ ସଜ୍ଜା । ଘଟଣାର ୪ର୍ଥ ଅଭିଯୁକ୍ତଙ୍କ ଏହା ଭିତରେ ମୃତୁ୍ୟ ହୋଇସାରିଛି । ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ଘଟିଥିଲା ଟ୍ରିପଲ ମର୍ଡର । ପୂର୍ବ ଶତ୍ରୁତାକୁ ନେଇ ୩ଜଣଙ୍କୁ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ବିଶ୍ୱଜିତ ନାୟକ, ଦିଲ୍ଲୀପ ବି. ଋାୟ, ସାରଦା ରଥଙ୍କୁ ହତ୍ୟା କରାଯାଇଥିଲା ।
[ad_2]