ଖେଳ

ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ହେବାକୁ ଯାଉଛି ଆଉ ଏକ ବିଗ୍ ଫାଇଟ୍। ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ। ବିଶ୍ୱକପ ମଇଦାନରେ ଆଜି ଭେଟୁଛନ୍ତି ଏହି ଦୁଇ ଅପରାଜୟ ଟିମ୍। ଧର୍ମଶାଳାରେ ଏକ ବିଗ୍ ଫାଇଟ୍ ଦେଖିବାକୁ ମିଳିବ।
ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ଖରାପ ଥିବାବେଳେ ଟିମକୁ ଘାରିଛି ଆହତ ଚିନ୍ତା। ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ୍ ପଡିଥିବା ବେଳେ ସୂର‌୍ୟ୍ୟକୁମାର ଯାଦବ ଅଭ୍ୟାସ ବେଳେ ଆହତ ହୋଇଛନ୍ତି।
ତଥାପି, ସଦ୍ୟତମ ରିପୋର୍ଟ ଅନୁସାରେ ଚୂଡାନ୍ତ ଏକାଦଶରେ ସୂର‌୍ୟ୍ୟକୁମାର ଯାଦବ ଏବଂ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button